Language Section

 

 

 

 

 

 

Dictionary : View_page

ID Main Word Content
2556 ଅଧିଜଙ୍ଗ
  1. Adhijaṇga (ବି.) - (ପ୍ରାଦେ. (ଗଡ଼ଜାତ)  କ୍ଷତ୍ରୀୟ ବୀରମାନଙ୍କୁ ରାଜପ୍ରଦତ୍ତ ଉପାଧି A title given to kshatriya heroes.
2557 ଅଧିଜିହ୍ବ
  1. Adhijihwa (ସଂ.ବି.) ଦ୍ୱିଜିହ୍ୱ; ସର୍ପ Serpent.

 [ ଦ୍ର ] ପୁରାଣ ମତରେ କୁଶ ଉପରେ ରଖା ଯାଇଥିବା ଅମୃତକୁ ଜିଭରେ ଚାଟିଲାବେଳେ ସାପଙ୍କ ଜିଭ କୁଶ ଦାଢ଼ରେ ଦୁଇଫାଳ ହୋଇ ଚିରି ହୋଇ ଯିବାରୁ ସେହି ଦିନଠାରୁ ସାପଙ୍କ ବଂଶଧରମାନଙ୍କର ଜିଭ ଦୁଇଫାଳିଆ ହୋଇଅଛି।]

2558 ଅଧିଜିହ୍ବା

Also : [ ଅଧିଜିହ୍ବିକା ] 

  1. Adhijihwā (ସଂ.ବି.) ଘଣ୍ଟିକା The uvula.
  2. ଜିଭ ବା ଘଣ୍ଟିକା ବଢ଼ିବା ରୋଗବିଶେଷ (ଏଥିରେ ଜିଭ ଉପରେ ବ୍ରଣ ବାହାରି ପାଚିଯାଏ ଓ ଏହା ଆସାଧ୍ୟ ହୋଇ ପଡ଼େ) A sort of swelling of the tongue & of the epiglottis.
2559 ଅଧିଜ୍ୟ
  1. Adhijya (ସଂ.ବିଣ.) ଯେଉଁ ଧନୁରେ ଗୁଣ ଚଢ଼ା ଯାଇଥାଏ (a bow) Having the bow-string on; ready-stringed (bow).
2560 ଅଧିଜ୍ୟ କାର୍ମ୍ମୁକ
  1. Adhijya kārmmuka (ସଂ.ବିଣ.) - ଯେଉଁ ଲୋକ ଗୁଣ ଚଢ଼ାହୋଇଥିବା ଧନୁ ଧରିଥାଏ Holding a ready-stringed bow.
  • ଅଧିଜ୍ୟ କାର୍ମ୍ମୁକା - (ସ୍ତ୍ରୀ)
Page 512 of 605



expoodisha.com

 

Other Dictionary