| 2466 |
ଅଧରେଦ୍ୟୁଃ |
- Adharedyuḥ (ସଂ.ଅ.) - ଗତ ପଅରିଦିନ The day before yesterday.
- ଆଜିର କୌଣସି ପୁର୍ବଦିବସରେ On any previous day.
|
| 2467 |
ଅଧରୋତ୍ତର |
- Adharottara (ସଂ.ବିଣ.) - ତଳର ଓ ଉପରର Upper And lower.
- ଉଚ୍ଚତର ଓ ନିମ୍ନତର Higher and lower.
- ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ Prior and later.
- (ସଂ.ଅ.) - ଉପର ପାଖ ତଳ ଆଡ଼କୁ ଓ ତଳ ପାଖ ଉପର ଆଡକୁ, ଏହିପରି ଭାବରେ Upside down; topsy-turvy.
- ନିକଟରେ ଓ ଦୂରରେ Nearer and farther.
- ଉପରେ ଓ ତଳେ Up and down.
- ଉପରଆଡ଼କୁ ଓ ତଳଆଡ଼କୁ Upwards and downwards.
|
| 2468 |
ଅଧରୋଷ୍ଠ |
- Adharoshṭha (ସଂ.ବି.) - ତଳ ଓଠ The lower lip.
- (ଦ୍ୱନ୍ଦ୍ୱ) ତଳ ଓ ଓପର ଓଠ The lower and the upper lip.
|
| 2469 |
ଅଧରୌଷ୍ଠ |
- Adhara̲u̲shṭha (ସଂ.ବି.) - ତଳ ଓଠ The lower lip.
- (ଦ୍ୱନ୍ଦ୍ୱ) ତଳ ଓ ଓପର ଓଠ The lower and the upper lip.
|
| 2470 |
ଅଧର୍ମ |
Also : [ ଅଧରମ ]
- Adharma (ସଂ.ବି.) - ଧର୍ମ ବା ପୁଣ୍ୟର ଅଭାବ Irreligion; impiety; unrighteousness.
- ଦୁଷ୍କୃତ; ପାପ Sin.
- ଅନ୍ୟାୟ Injustice. ଅ
- କର୍ତ୍ତବ୍ୟ ଲଙ୍ଘନ Breach of duty.
- ଆଇନ୍ ଲଙ୍ଘନ; ବେଆଇନି କାମ Breach of law; illegal act.
- ଅନ୍ୟାୟ କର୍ମ Unjust act.
- ଗୁଣର ଅଭାବ Absence of attributes.
- ସୂର୍ଯ୍ୟଙ୍କ ଅନୁଚର ପ୍ରଜାପତିବିଶେଷ (ଏ ବ୍ରହ୍ମାଙ୍କର ପୁତ୍ର; ଏହାଙ୍କ ସ୍ତ୍ରୀଙ୍କ ନାମ ହିଂସା ବା ମୃଷା) Name of an attendant of the Sun-God.
- (ସଂ.ବିଣ.) - ଗୁଣରହିତ Devoid of attributes.
- (ଦେ.ବିଣ.) - ପୁଣ୍ୟହୀନ Impious.
- ପାପୀ Sinful.
- ଅନ୍ୟାୟାଚରଣଶୀଳ Unrighteous.
- ଧର୍ମଜ୍ଞାନଶୂନ୍ୟ Irreligious.
- ଅଧାର୍ମିକ (କର୍ମ) Impious; Sinful (act).
|