| 2421 |
ଅଧବେଲା |
Also : [ ଅଧବେଲି ]
- Adhabelā (ଦେ.ବି.) - ସାନ କଂସା; ଛୋଟ ବେଲା A small bell-metal cup.
|
| 2422 |
ଅଧମ |
- Adhama (ସଂ.ବିଣ.) - ନୀଚ; ନୀଚତମ Base.
- ନିମ୍ନତମ Lowest.
- ହୀନ; ହୀନତମ Vile; vilest.
- ଅତି ସାମାନ୍ୟ Very slight; humble.
- ଅତି ନିକୃଷ୍ଟ Very inferior; mean.
- ଅତି ଅଯୋଗ୍ୟ Very unworthy.
- ହେୟ Insignificant.
- ଘୃଣ୍ୟ Despicable.
- ଅତି ମନ୍ଦ Very bad.
- ପାପୀ Sinful.
- ଦୁଷ୍ଟ Wicked.
- (ସଂ.ବି.) - ନିର୍ଲଜ୍ଜ ନାଗର ବା ଉପପତି; ଭୟ, ଦୟା ଓ ଲଜ୍ଜାଶୂନ୍ୟ ଏବଂ କାମକ୍ରୀଡ଼ା ବିଷୟରେ କର୍ତ୍ତବ୍ୟାକର୍ତ୍ତବ୍ୟ ବିଚାରହିତ ବ୍ୟକ୍ତି An unblushing paramour; an unblushing sensualist.
- ବୃକ୍ଷବିଶେଷ Name of a tree.
- (ଜ୍ୟୋତିଷ) ମନୁଷ୍ୟ ବିତ୍ତ ଓ ଜ୍ଞାନାଦିର ହୀନତାସୂଚକ ରବି ଓ ଚନ୍ଦ୍ର ଗ୍ରହଦ୍ୱୟଙ୍କ ସ୍ଥିତିବିଶେଷ ରୂପ ଯୋଗ (Astronomy) A very inauspicious conjunction of the planets, Sun and Moon in a person's horoscope.
- ଅଧମା - (ସ୍ତ୍ରୀ)
- ଅଧମତା - (ବିପରୀତ)
- ଧମ - (ଦେ.) ବିପରୀତ
|
| 2423 |
ଅଧମକବି |
- Adhamakabi (ସଂ.ବି.) - ଯେଉଁ କବି ଅନ୍ୟ କବିଙ୍କର ନିନ୍ଦା କରେ A poet who criticises other poets; a satirist.
|
| 2424 |
ଅଧମକାବ୍ୟ |
- Adhamakābya (ସଂ.ବି.) - (ଯେଉଁ କାବ୍ୟରେ ବ୍ୟଙ୍ଗ୍ୟାର୍ଥ ନ ଥାଏ) A poem which does not contain any hiden meaning; a poem of no literary merits.
|
| 2425 |
ଅଧମଧମା |
Also : [ ଅଧମଧମ, ଅଧମାଧମ ]
- Adhamadhamā (ଗ୍ରା.ବିଣ.) - ଅତି ଅଧମ Most wretched; the lowest of the low.
- ଅତି ମନ୍ଦରୂପ Very budly. (ଯଥା -ସେ ଏ କାମ ଅଧମଧମା କରି ଦେଇ ଚାଲିଗଲା)
|