Language Section

 

 

 

 

 

 

Dictionary : View_page

ID Main Word Content
2411 ଅଧନ୍ୟ
  1. Adhanya (ସଂ.ବିଣ.) - ଅସୁଖୀ Miserable; unhappy.
  2. ଭାଗ୍ୟହୀନ Unfortunate.
  • ଅଧନ୍ୟା (ସ୍ତ୍ରୀ)
2412 ଅଧପାଆ
  1. Adhapāā (ଦେ.ବି.) - ଏକ ପାଆର ଅଧେ; ଏକ ସେରର ୧/୮; ୨ ଛଟାଙ୍କି One eighth of a seer.
  2. କୌଣସି ବସ୍ତୁର ଏକଅଷ୍ଟମାଂସ 1/8 of any thing.
  3. ଏକକ୍ରୋଶର ୧/୮  Two furlongs.
  4. ୨ ଛଟାଙ୍କି ଓଜନର ବଟକରା A standard weight of 1/8 of a seer.
  5. ୨ ଛଟାଙ୍କି ପରିମାଣର ମାପପାତ୍ର A standard measure of 1/8 of a seer capacity.
  6. ୨ ଛଟାଙ୍କି ପରିମିତ Measuring 1/8 of a seer.
  7. ୨ ଛଟାଙ୍କି ଓଜନର Weighing 1/8 of a seer.
  8. ୨ କୋଶର ୮ ଭାଗ ଦୂର 2 Furlongs distant.
2413 ଅଧପାଆକିଆ

Also : [ ଅଧପାଇ, ଅଧପାଇକିଆ, ଅଧପାହି ] 

  1. Adhapāākiā (ଦେ.ବିଣ.) - ଯେଉଁ ପାତ୍ରରେ ଅଧାପାଆ ପରିମିତ ପଦାର୍ଥ ସମ୍ଭାଏ (Pot) Of the capacity of 1/8 of a seer.
  2. ଯେଉଁ ହାଣ୍ଡିରେ ଅଧପାଏ ଚାଉଳ ସିଝି ଭାତ ରନ୍ଧା ଯାଇପାରେ (cooking-pot) Of the capacity for boiling 1/8 seer of rice.
  3. ଯେଉଁ ବସ୍ତୁର ପ୍ରତ୍ୟେକର ଓଜନ ଅଧପାଆ  (ଯଥା - ଅଧପାଆକିଆ ଲଡ୍ଡୁ) (things) Each of which weighs 1/8 seer.
2414 ଅଧପାଇ

Also : [ ଅଧପାଆକିଆ, ଅଧପାଇକିଆ, ଅଧପାହି ] 

  1. Adhapāi (ଦେ.ବି.) - ଯେଉଁ ବଟକରା ଦ୍ୱାରା ଅଧପାଆ ପରିମିତ ବସ୍ତୁ ତଉଲାଯାଏ A standard weight of 1/8 seer.
  2. ଯେଉଁ ମାପପାତ୍ରରେ ଅଧପାଆ ବସ୍ତୁ ମାପ କରାଯାଏ A cup for measuring 1/8 seer.
2415 ଅଧପାହି
  1. Adhapāhi (ଦେ.ବି.) - ପାହୁଲାର ଅଧେ Half a pie.
Page 483 of 605



expoodisha.com

 

Other Dictionary