| 2376 |
ଅଦ୍ରିସାନୁ |
- Adrisānu (ସଂ.ବି.) - ପର୍ବତର ତଟଦେଶ ବା ଢାଲୁ Mountain-side.
|
| 2377 |
ଅଦ୍ରିସାର |
- Adrisāra (ସଂ.ବି.) - ପର୍ବତପରି ଦୃଢ଼ ଓ ଟାଣ Hard like a mountain.
- ଲୌହ Iron.
|
| 2378 |
ଅଦ୍ରୀନ୍ଦ୍ର |
- Adrīndra (ସଂ.ବି.) - ପର୍ବତଶ୍ରେଷ୍ଠ The chief among the mountains.
- ହିମାଳୟ The Himalayas.
|
| 2379 |
ଅଦ୍ରୀଶ |
Also : [ ଅଦ୍ରୀନ୍ଦ୍ର ]
- Adrīṡa (ସଂ.ବି.) - ପର୍ବତଶ୍ରେଷ୍ଠ The chief among the mountains.
- ହିମାଳୟ The Himalayas.
|
| 2380 |
ଅଦ୍ରୋହ |
- Adroha (ସଂ.ବି.) - ଈର୍ଷାର ଅଭାବ Freedom from malice.
- ବିଶ୍ୱାସଘାତକତାର ଅଭାବ Absence of treachery.
- ଶତ୍ରୁତାର ଅଭାବ Absence of enmity.
- ଅଦ୍ରୋହୀ (ପୁଂ)
- ଅଦ୍ରୋହିଣୀ (ସ୍ତ୍ରୀ)
|