| ID | Main Word | Content |
|---|---|---|
| 2146 | ଅତ୍ରି |
[ ଦ୍ର ] ଏ ବ୍ରହ୍ମାଙ୍କ ୧୦ ଟି ମାନସପୁତ୍ରରୁ ଏକତମ। ଏ ପ୍ରଥମେ ବ୍ରହ୍ମାଙ୍କଠାରୁ ଜାତ ହୋଇଥିଲେ। ଦଶ ପୁଅଯାକ ଶିବଙ୍କ ଶାପରେ ମୃତ ହେବାରୁ ବ୍ରହ୍ମା ଯଜ୍ଞ କଲେ ଓ ଯଜ୍ଞାଗ୍ନିଶିଖାରୁ ଅତ୍ରି ଦ୍ୱିତୀୟ ବାର ଜନ୍ମିଲେ। ଏ ଦୁଇ ଜନ୍ମରେ ଅନସୂୟା ତାଙ୍କ ପତ୍ନୀ ଥିଲେ। ପ୍ରଥମ ଜନ୍ମରେ ଅତ୍ରିଙ୍କ ଔରସରେ ଅନସୂୟାଙ୍କ ଗର୍ଭରୁ ଦତ୍ତ, ଦୁର୍ବାସା ଓ ସୋମ ଋଷି ଜନ୍ମିଥିଲେ। ଓ ଦ୍ୱିତୀୟ ଜନ୍ମରେ ଅର୍ଯ୍ୟମା ଋଷି ଓ ଅମଳାନାମ୍ନୀ କନ୍ୟା ଜନ୍ମିଥିଲେ। ରାମ ଓ ସୀତା ବନବାସ କାଳରେ ଏହାଙ୍କ ଆଶ୍ରମକୁ ଯାଇ ଋଷିଦମ୍ପତିଙ୍କ ଦ୍ୱାରା ଅଭ୍ୟର୍ଥିତ ହୋଇଥିଲେ। ଏ ଅନେକ ଗୁଡ଼ିଏ ବୈଦିକ ମନ୍ତ୍ର, ସଂହିତା ଓ ସ୍ମୃତି ରଚନା କରିଥିଲେ। ଏ ତପସ୍ୟା କଲାବେଳେ ଏହାଙ୍କ ନେତ୍ରରୁ ଚନ୍ଦ୍ର ଜନ୍ମି ଥିଲେ।] |
| 2147 | ଅତ୍ରିଜ |
|
| 2148 | ଅତ୍ରିଜାତ |
|
| 2149 | ଅତ୍ରିଦୁଗ୍ଜ |
|
| 2150 | ଅତ୍ରିନେତ୍ରଭୂ |
|
Other Dictionary |

