Language Section

 

 

 

 

 

 

Dictionary : View_page

ID Main Word Content
2136 ଅତ୍ର
  1. Atra (ସଂ.ଅ.) - ଏହିଠାରେ Here.
  2. ଏଥିରେ; ଏ ବିଷୟରେ  In this respect.
  3. ଏ ପ୍ରସଙ୍ଗରେ  In this matter.
  4. ଏହି ସମୟରେ At this time
  5. (ଦେ.) - (କଚିରିଆ) ଏହି This. (ଯଥା - ଅତ୍ର ମକଦମା; ଅତ୍ର ଦରଖାସ୍ତ; ଅତ୍ର ଜବାବ ଇତ୍ୟାଦି)
2137 ଅତ୍ରକତ୍ର

Also : [ ଯତ୍ରକତ୍ର ]

  1. Atrakatra (ଗ୍ରା.ଅ.) - ଯେନ କେନ ପ୍ରକାରେ; ଯେ କୌଣସି ପ୍ରକାରେ Anyhow.
  2. ଅତି କଷ୍ଟରେ With great difficulty. (ଯଥା - ମୁଁ ଯତ୍ରକତ୍ର ଏତକ କାମ କଲି)
2138 ଅତ୍ରତତ୍ର
  1. Atratatra (ସଂ.ଅ.) - ଏଠାରେ ଓ ସେଠାରେ Here and there.
  2. (ଦେ.ଅ.) - ଯେଉଁଠାରେ ଇଚ୍ଛା ସେଠାରେ In any place whatever.
  3. ସବୁସ୍ଥାନରେ At all places.
  4. ପ୍ରତ୍ୟେକ ସ୍ଥାନରେ At every place.
2139 ଅତ୍ରତ୍ୟ
  1. Atratya (ସଂ.ବିଣ.) - ଏଠାରେ ଜାତ Born here, produced here.
  2. ଏ ସ୍ଥାନର Relating to this place.
  3. ଏ ସ୍ଥାନସମ୍ପର୍କୀୟ Connected with this place.
  4. ଏ ସ୍ଥାନରେ ଥିବା Situated at this place.
  5. ଏଠାରେ ମିଳୁଥିବା Available here.
2140 ଅତ୍ରପ
  1. Atrapa (ସଂ.ବିଣ.) - ନିର୍ଲଜ୍ଜ; ବେହିଆ Shameless; immodest.
  •  ଅତ୍ରପା (ସ୍ତ୍ରୀ)
Page 428 of 605



expoodisha.com

 

Other Dictionary