Language Section

 

 

 

 

 

 

Dictionary : View_page

ID Main Word Content
2071 ଅତୁଳନୀୟ

Also : [ ଅତୁଳ ]

  1. Atuḻanīya (ସଂ.ବିଣ.) - ଅତୁଳନୀୟ; ଅନୁପମ Incomparable; matchless.
  2. ଅପରିମେୟ Immeasurable.
  3. ଅଦ୍ୱିତୀୟ Unequalled; unique.
  4. ଅତି ସୁନ୍ଦର Very beautiful; charming
  5. (ଦେ.ବିଣ.) - ଯାହା ଓଜନ କରାଯାଇ ନ ଥାଏ; ଯାହା ତୁଳା ଯାଇ ନାହିଁ Not weighted.
  6. (ସଂ.ବି.) - ତିଳ (ଗୁଳ୍ମ ଓ ବୀଜ) The sessamum (plant and seed)
  • ଅତୁଳନୀୟା (ସ୍ତ୍ରୀ)
2072 ଅତୁଳା
  1. Atuḻā (ସଂ.ବିଣ.) - ଅତୁଳର ସ୍ତ୍ରୀଲିଙ୍ଗ  Feminine of Atuḻa.
  2. (ଦେ.ବିଣ.) - ତଉଲା ଯାଇ ନ ଥିବା Not weighed.
  3. ଅଦ୍ୱିତୀୟ Unique.
2073 ଅତୁଲା

Also : [ ଅତୁଲ ]

  1. Atulā (ଦେ.ବି.) - (ଅତୁଳ ବା ଅତୁଲ୍ୟ ଏହା ଅତି ସୁନ୍ଦର ଥିବାରୁ) ସ୍ତ୍ରୀମାନଙ୍କ ହାତଗଣ୍ଠିରେ ପିନ୍ଧିବା ଅଳଙ୍କାର ବିଶେଷ A kind of bracelet.
  2. ଅସମାନ Unequal.
  3. ଅସମତଳ (ତୁଲ -ବିପରୀତ)  Not plain.
2074 ଅତୁଲାଇତ
  1. Atulāita (ଦେ.ବିଣ.) - ଅତୁଳନୀୟ Incomparable.
2075 ଅତୁଳିଆ
  1. Atuḻiā (ଦେ.ବିଣ.) - ଯେଉଁ ଚାଳଘରର ତୁଳିଆ ଖୁଣ୍ଟ ନ ଥାଏ; ମଉଡ଼ମରା (ଘର)  (a thatched house) Having no main pillar in the middle.
Page 415 of 605



expoodisha.com

 

Other Dictionary