Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅତୁଲ
Atula
(ଦେ.ବି.) -
(ଅତୁଳ ବା ଅତୁଲ୍ୟ ଏହା ଅତି ସୁନ୍ଦର ଥିବାରୁ)
ସ୍ତ୍ରୀମାନଙ୍କ ହାତଗଣ୍ଠିରେ ପିନ୍ଧିବା ଅଳଙ୍କାର ବିଶେଷ A kind of bracelet.
ଅସମାନ Unequal.
ଅସମତଳ (ତୁଲ -ବିପରୀତ) Not plain.