| 2056 |
ଅତିସୃଷ୍ଟ |
- Atisrushta (ସଂ.ବିଣ.) - ପ୍ରଦତ୍ତ Given away.
- ପରିତ୍ୟକ୍ତ Abandoned; forsaken.
|
| 2057 |
ଅତିସୌରଭ |
- Atisa̲u̲rabha (ସଂ.ବି.) - ଅତ୍ୟଧିକ ସୁଗନ୍ଧ Great fragrance.
- ଆମ୍ବ (ଗଛ ଓ ଫଳ) The mango (Tree and fruit).
- (ସଂ.ବିଣ.) - ଅତ୍ୟନ୍ତ ସୁଗନ୍ଧମୟ Very fragrant; having a strong odour.
|
| 2058 |
ଅତିହସିତ |
Also : [ ଅତିହାସ ]
- Atihasita (ସଂ.ବି.) - ଉଚ୍ଚହାସ୍ୟ Loud laughter.
- ଅତିରିକ୍ତ ହାସ୍ୟ Immoderate laugh.
|
| 2059 |
ଅତୀତ |
- Atīta (ସଂ.ବିଣ.) - ଗତ Gone; passed.
- ଭୂତ; ପୂର୍ବେ ଘଟିଥବା Past in point of time; gone by.
- ଅତିକ୍ରାନ୍ତ Passed over.
- ମୃତ Dead.
- ଯେ ପାରି ହୋଇଅଛି; ଅତିକ୍ରମଣ କରିଥିବା One who has got over.
- ଅତିରିକ୍ତ Excessive.
- ଯେଉଁ ସମୟ ଚାଲି ଯାଇଅଛି Elapsed (time)
- ଯେ କାର୍ଯ୍ୟରେ ହେଳା କରିଅଛି One who has neglected; negligent.
- (ବ୍ୟାକରଣ) ପୂର୍ବେ ଘଟିଥିବା କ୍ରିୟାର କାଳ (grammar) Past (tense).
- (ସଂ.ବି.) - ଶୈବ ସମ୍ପ୍ରଦାୟବିଶେଷ Name of a Ṡa̲i̱ba sect.
- ଅତୀତ କାଳ The past
|
| 2060 |
ଅତୀତକାଳ |
- Atītakāḻa (ସଂ.ବି.) - ଯେଉଁ ସମୟ ଗତ ହୋଇ ଅଛି Past time; the past.
- (ବ୍ୟାକରଣ) ପୂର୍ବେ ଘଟିଥିବା କ୍ରିୟାର ସୂଚକ କାଳ (grammar) The past tense of a verb.
|