Language Section

 

 

 

 

 

 

Dictionary : View_page

ID Main Word Content
2051 ଅତିସର୍ବତ୍ର
  1. Atisarbatra (ଦେ.ବିଣ.) - ଅତିରିକ୍ତ Excessive.
  2. ଅତ୍ୟଧିକ Very much.
  3. ଅତି ଅନୁଚିତ Very improper
  4. ଅତି ଅସହ୍ୟ Very unbearable.
  5. (ଦେ.ବି.) - ମାତ୍ରାଧିକ୍ୟ Excessive dose; overdose.
  6. ଅତ୍ୟଧିକ ପରିମାଣ Excessive measure.
2052 ଅତିସାମ୍ବତ୍ସର

Also : [ ଅତିସାଂବତ୍ସର ]

  1. Atisāṁbatsara (ଦେ.ବିଣ.) - ଏକ ବର୍ଷରୁ ଅଧିକ କାଳ ବ୍ୟାପୀ  Extending over more than a year.
  • ଅତିସାଂବତ୍ସରୀ (ସ୍ତ୍ରୀ)
2053 ଅତିସାମ୍ୟା
  1. Atisāmyā (ସଂ.ବିଣ.) - ମଞ୍ଜିଷ୍ଠାର ମଧୁର ରସ The sweet juice of the Indian madder.
  2. ଯାଠି ମହୁ; ଏକ ପ୍ରକାର ବୃକ୍ଷର କିଞ୍ଚିତ୍ ତିକ୍ତ ମିଠା ମୂଳ  A plant with sweet root; Glycyrrhiza Glabra; liquorice root.
2054 ଅତିସାର

Also : [ ଅତୀସାର ] 

  1. Atisāra (ସଂ.ବି.) - (ଯେଉଁ ରୋଗରେ ବିଶେଷ ସାରଣ ବା ପୁରୀଷ ତ୍ୟାଗ ହୁଏ) ଅତ୍ୟଧିକ ଝାଡ଼ା  Diarrhea; purging.
  2. ନାଳରକ୍ତ ଝାଡ଼ା Dysentery.
2055 ଅତିସାରକୀ

Also : [ ଅତିସାରୀ ]

  1. Atisārakī (ସଂ.ବିଣ.) - ଅତିସାର ରୋଗଗ୍ରସ୍ତ  Suffering from dysentry or diarrhea.
  • (ଅତିସାରକିନୀ (ସ୍ତ୍ରୀ)
Page 411 of 605



expoodisha.com

 

Other Dictionary