| ID | Main Word | Content |
|---|---|---|
| 1461 | ଅଜ୍ଞାନପୁର | Also : [ ଅଜ୍ଞାନପୁରୀ ]
|
| 1462 | ଅଜ୍ଞାନବତ୍ତା |
|
| 1463 | ଅଜ୍ଞାନୀ |
[ ଉ ] ଅଜ୍ଞାନୀ ଯେହ୍ନେ ଗୃହେ ଥାଇ, ବଞ୍ଚେ ଶରୀର ବଶ ହୋଇ। (ଜଗନ୍ନାଥକୃତ ଭାଗବତ) [ ଦ୍ର ] କେତେକ ଶବ୍ଦକୋଷରେ 'ଅଜ୍ଞାନୀ' ଶବ୍ଦ ସଂସ୍କୃତ ଥିବାର ଲେଖା ଯାଇଅଛି, କିନ୍ତୁ ବହୁବ୍ରୀହି ସମାସରେ ନାହିଁ ଜ୍ଞାନ ଯାହାର, ଏହିପରି ବ୍ୟାସବାକ୍ୟଦ୍ୱାରା ଅଜ୍ଞାନ ପଦ ସିଦ୍ଧ। |
| 1464 | ଅଜ୍ଞାପିତ |
|
| 1465 | ଅଜ୍ଞେୟ |
|
Other Dictionary |

