| 1421 |
ଅଜିତା |
- Ajitā (ସଂ.ବିଣ.) - ଅଜିତର ସ୍ତ୍ରୀ ଲିଙ୍ଗ Feminine of Ajita.
- (ସଂ.ବି.) - ଭାଦ୍ରବ କୃଷ୍ଣ (ବଦି) ଏକାଦଶୀ The 11th day of the dark fortnight of the month of Bhādraba.
- (ଦେ.ବିଣ.) - ଅଜିତ Unconquered.
- ଅଜେୟ Invincible.
- ଅଜୟୀ Sustaining defeat.
|
| 1422 |
ଅଜିତେନ୍ଦ୍ରିୟ |
- Ajitendriya (ସଂ.ବିଣ.) - ଯେ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିନାହିଁ; ଇନ୍ଦ୍ରିୟପରାୟଣ Sensual; of unsubdued passions.
|
| 1423 |
ଅଜିନ |
- Ajina (ସଂ.ବି.) - ମୃଗ ଛାଲ; ମୃଗ ଚର୍ମ The hide of deer.
- ପଶୁ ଚର୍ମ; ଚମଡ଼ା Hide; leather.
- ଲୋମ ଲାଗିଥିବା ମୃଗ ବା ବ୍ୟାଘ୍ରର ଛାଲ The hairy skin of a deer or a tiger.
|
| 1424 |
ଅଜିନପତ୍ରା |
Also : [ ଅଜିନପତ୍ରିକା, ଅଜିନପତ୍ରୀ ]
- Ajinapatrā (ସଂ.ବି.) - (ଚର୍ମ ପରି ପକ୍ଷ ଯାହାର) ଚେମିଣି House bat.
- ବାଦୁଡ଼ି Bat.
|
| 1425 |
ଅଜିନଯୋନି |
- Ajinaj̄oni (ସଂ.ବି.) - ମୃଗ; ହରିଣ Deer; antelope.
- କୃଷ୍ଣାଜିନ; ମୃଗ; କଳା ବାହୁଟିଆ The spotted deer.
|