Language Section

 

 

 

 

 

 

Dictionary : View_page

ID Main Word Content
1416 ଅଜିତନାଥ

Category : [ Name ]

  1. Ajitanātha (ଦେ.ବି.) -  ଜୈନମାନଙ୍କ ଦ୍ୱିତୀୟ ତୀର୍ଥଙ୍କରଙ୍କ ନାମ (ହିନ୍ଦି ଶବ୍ଦସାଗର)— Name of the 2nd Tīrthaṅkara of the Ja̲i̱nas.
1417 ଅଜିତପୁର

Category : [ Name ]

  1. Ajitapura (ଦେ.ବି.) -   ମଧ୍ୟ ଭାରତର ପ୍ରାଚୀନ ସମୃଦ୍ଧିମନ୍ତ ନଗର  Name of a historic city in central India. 
1418 ଅଜିତବଳା

Category : [ Name ]

  1. Ajitabaḻā (ଦେ.ବି.) - ଜୈନ ଅଜିତ ନାମକ ଅର୍ହତଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କରୁଥିବା ଜୈନ ଦେବତା ବିଶେଷ  Name of a Ja̲i̱na Deity.
1419 ଅଜିତବିକ୍ରମ

Category : [ Name ]

  1. Ajitabikrama (ସଂ.ବିଣ.) - ଯାହାଙ୍କୁ ବିକ୍ରମରେ କେହି ଜିଣି ନାହିଁ Of invincible prowess.
  2. (ସଂ.ବି.) ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ନାମ A name of Chandragupta the second.
  • ଅଜିତବିକ୍ରମା (ସ୍ତ୍ରୀ)
1420 ଅଜିତସିଂହ

Category : [ Name ]

  1. Ajitasiṁha (ଦେ.ବି.) - ସମ୍ବଲପୁର ଜିଲାର ବରଗଡ଼ର ପ୍ରାଚୀନ ରାଜା (ଏ ସମ୍ବଲପୁର ନଗର ବସାଇଥିଲେ।)   Name of the founder of the town of Sambalpur, king of Baragaṟḍ̠a.
  2. ରାଜସ୍ଥାନର ଜନୈକ ରାଜା Name of a king of Rājasthāna.
Page 284 of 687



expoodisha.com

 

Other Dictionary