| 1311 |
ଅଜଗନ୍ଧିକା |
Category : [ Plant ]
- Ajagandhikā (ସଂ.ବି.) - ଏକପ୍ରକାରର ତୁଳସୀ; ବଣତୁଳସୀ A kind of Basil plant; ocymum Gratissimum.
- ତୁଳସୀ ଜାତୀୟ ତୀବ୍ର ସୁଗନ୍ଧଯୁକ୍ତ ଗୁଳ୍ମ ବିଶେଷ (ବର୍ବ୍ବରି, ଦୁଲଭା) Ocimum Basillicum; Ocimum Canum (Kirtikar).
|
| 1312 |
ଅଜଗର |
Also : [ ଅଜଗଳ ]
- Ajagara (ସଂ.ବି.) - ଅତି ବୃହଦାକାର ନିର୍ବିଷ ସର୍ପ ବିଶେଷ The Python; Boa constrictor.
|
| 1313 |
ଅଜଗଳିକା |
Also : [ ଅଜଗଲ୍ଲିକା ]
- Ajagaḻikā (ସଂ.ବି.) - (ରୋଗାକ୍ରାନ୍ତ ଶିଶୁର ଦେହ ଛେଳି ଗଳା ପରି ବନ୍ଧୁର ଦେଖାଯିବାରୁ) ଶିଶୁରୋଗ ବିଶେଷ An infantile disease.
[ ଦ୍ର ] ମୁଗଦାନା ପରି ଛୋଟ ପୀଡ଼ାରହିତ ବ୍ରଣ, ଏହା ବାତ ଓ କଫ ପ୍ରକୋପରୁ ଦେହଯାକ ବାହାରିଯାଏ।
|
| 1314 |
ଅଜଙ୍ଗ |
- Ajaṅga (ଗ୍ରା.) - [ପ୍ରାଚୀନ ପଦ୍ୟ] - ଅଜଗବ; ଶିବଧନୁ The bow of Ṡiba
|
| 1315 |
ଅଜଙ୍ଗମ |
- Ajaṇgama (ଗ୍ରା.ବି.) - ଅଜଗବ; ପିନାକ; ଶିବଧନୁ The bow of Ṡiba.
- (ସଂ.ବିଣ.) - ଯାହା ଗତିଶୀଳ ନୁହେଁ; ସ୍ଥିର Motionless.
- ସ୍ଥିର Fixed
- ଚିରସ୍ଥାୟୀ Permanent.
|