Language Section

 

 

 

 

 

 

Dictionary : View_page

ID Main Word Content
766 ଅଗ୍ନିବର୍ଦ୍ଧନ
  1. Agnibarddhana (ସଂ.ବି.) - ଲାଗିଥିବା ନିଆଁ ଅଧିକ ଘୋଟିଯିବା Spreading of fire.
  2. ଜଠରାଗ୍ନି ବା ପାକଶକ୍ତିର ବୃଦ୍ଧି Increase of appetite or digestive power.
  3. କ୍ଷୁଧାବର୍ଦ୍ଧନକାରି; ଯାହା ପାକ ଶକ୍ତିକୁ ବଢ଼ାଏ (ଅଗ୍ନିବର୍ଦ୍ଧକ) Increasing digestive power or appetite.
767 ଅଗ୍ନିବଲ୍ଲଭ
  1. Agniballabha (ସଂ.ବି.) - (ଏଥିରେ ଚଞ୍ଚଳ ନିଆଁ ଧରେ) ଶାଳ, ପିୟାଶାଳ (ବୃକ୍ଷ)  The Indian Kino tree; Pentaptera Tomentosa.
768 ଅଗ୍ନିବାଣ
  1. Agnibāṇa (ସଂ.ବି.)ଅଗ୍ନିବର୍ଷଣକାରୀ ଶର A fiery arrow; an arrow which showers fire.
  2. (ସଂ.ବିଣ.) - (ଲକ୍ଷଣାର୍ଥ) କ୍ରୋଧରେ ଅଗ୍ନିପରି ପ୍ରଚଣ୍ଡ; ଅତି କ୍ରୁଦ୍ଧ; Fired with rage; fiery with anger.
769 ଅଗ୍ନିବାରଣ

Also : [ ଅଗ୍ନିବାଡ଼

  1. Agnibāraṇa (ଦେ.ବି.) -  ଆଟୁ ଘରର ଦୁଆର ମୁହଁ ଉପରେ କରାଯିବା ମାଟିର ଛାତ A roof of mud made just over the door of a mud-roofed thatch.
770 ଅଗ୍ନିବାଡ଼

Also : [ ଅଗ୍ନିବାରଣ

  1. Agnibāṟḍ̠a (ଦେ.ବି.) -  ଆଟୁ ଘରର ଦୁଆର ମୁହଁ ଉପରେ କରାଯିବା ମାଟିର ଛାତ A roof of mud made just over the door of a mud-roofed thatch.
Page 154 of 605



expoodisha.com

 

Other Dictionary