Odia Dictionary


Back

ଅଗଛ

Also : [ ଅଗଛା, ଅଗଛିଆ



Category : [ Plant ]




  1. Agachha (ଦେ.ବି.) - ହୀନବୃକ୍ଷ; ମୂଲ୍ୟହୀନ ବୃକ୍ଷ Valueless tree.

  2. ଅକାମିକା ଗଛ Useless tree. 

  3. ଶସ୍ୟକ୍ଷେତ୍ରରେ ଉଠିଥିବା ଅକର୍ମଣ୍ୟ ଉଦ୍ଭିଦ Useless plants growing in corn-fields.