| 4641 |
ଅବକ୍ରୟ |
- Abakraya (ସଂ.ବି.) - ମୂଲ୍ୟ; ଦାମ୍ Price.
- ଭଡା Rent; letting-price for use or hire.
|
| 4642 |
ଅବକ୍ରିୟା |
- Abakriyā (ସଂ.ବି.) - ଅପକର୍ମ; କୁତ୍ସିତକର୍ମ; କୁକର୍ମ Bad act.
- ଅନାଦର Disregard; slight.
- ଉଦାସୀନତା Indifference.
|
| 4643 |
ଅବକୃଷ୍ଟ |
- Abakrushṭa (ସଂ.ବିଣ.) - ଭର୍ତ୍ସିତ Chidden; rebuked.
- ଅଭିଶପ୍ତ Cursed.
- ନିନ୍ଦିତ Blamed.
|
| 4644 |
ଅବକ୍ରୋଶ |
- Abakroṡa (ସଂ.ବି.) - କ୍ରୋଧପୂର୍ବକ ଭର୍ତ୍ସନା; ତିରସ୍କାର; ଗାଳି Rebuke; censure.
- ଅଭିଶାପ Curse; imprecation.
- ଚିତ୍କାର Hallooing; declamation.
- ନିନ୍ଦା Blame; blasphemy.
|
| 4645 |
ଅବକ୍ଷିପ୍ତ |
- Abkshipta (ସଂ.ବିଣ.) - ବିତାଡ଼ିତ Driven away; removed.
- ତଳକୁ ଫିଙ୍ଗା ଯାଇଥିବା Thrown down.
- ଉପହସିତ Jeered at.
- ତିରସ୍କୃତ Chidden; rebuked.
- ବିକ୍ଷିପ୍ତ Scattered.
- ବ୍ୟଙ୍ଗ ବିଦ୍ରୂପ ଦ୍ୱାରା ଉପହସିତ Reviled; satirised.
|