| 4281 |
ଅପାଙ୍ଗୁ |
- Apāngu (ଗ୍ରା.ବିଣ.) - ବିକଳାଙ୍ଗ Crippled; maimed.
- କୋଢ଼ିଆ Crippled by leprosy.
- (ଦେ.ବି.) -ଅଙ୍ଗହାନି; ବିକଳାଙ୍ଗତା Mutilation.
- କୁଷ୍ଠରୋଗ Leprosy.
- କୁଷ୍ଠରୋଗଜନିତ ଅଙ୍ଗବୈକଲ୍ୟ Mutilation due to leprocy.
|
| 4282 |
ଅପାଙ୍ଗୁ ବ୍ୟାଧି |
- Apāngu byādhi (ଗ୍ରା.ବି.) - ଗଳିତ କୁଷ୍ଠ Leprocy.
|
| 4283 |
ଅପାଚୀନ |
- Apāchīna (ସଂ.ବିଣ.) - ଅବାଚୀନ; ଦକ୍ଷିଣ ଦିଗରେ ଥିବା Southern; of the south.
|
| 4284 |
ଅପାଚ୍ୟ |
- Apāchya (ସଂ.ବିଣ.) - ଯାହା ପାକ କରା ଯାଇ ନ ପାରେ Not fit to be cooked.
- ଯାହା ପାକଦ୍ୱାରା ସିଦ୍ଧ କରାଯାଇ ନପାରେ Not capable of being boiled or cooked.
- ଯାହାକୁ ଜୀର୍ଣ୍ଣ କରାଯାଇ ନ ପାରେ Indigestible.
|
| 4285 |
ଅପାଟପ |
- Apātapa (ଦେ.ବିଣ.) - ଅଯୌକ୍ତିକ; ଅସଙ୍ଗତ Unreasnable.
- ଅଟପା; ଅଖଞ୍ଜିଆ Awkward.
- ଅସଙ୍ଗତାର୍ଥକ; ପ୍ରସ୍ତାବ ପ୍ରତି ଅପ୍ରଯୁଜ୍ୟ Not to the point; irrelevant.
- ଅସମ୍ଭବ Improbable.
- ମୂର୍ଖ Illiterate.
- ଅସଭ୍ୟ Uncivilized.
|