| 4276 |
ଅପାକ୍ଷ |
- Apāksha (ସଂ.ବିଣ.) - ପ୍ରତ୍ୟକ୍ଷ Direct; directly seen or felt.
- ଇନ୍ଦ୍ରିୟ ଗ୍ରାହ୍ୟ Directly preceived by the sences.
- କୁତ୍ସିତ ଚକ୍ଷୁବିଶିଷ୍ଟ Having ugly eyes.
- ଲୋଚନ Blind.
|
| 4277 |
ଅପାଙ୍ଗ |
- Apāṅga (ସଂ.ବି.) - ନେତ୍ରପ୍ରାନ୍ତ; ଆଖିର ଲାଞ୍ଜି The outer corner of the eye.
- କଟାକ୍ଷ; ନେତ୍ରଭଙ୍ଗି; ବାଙ୍କ ଚାହାଣୀ Sidelong look or glance.
- ଅଙ୍ଗହୀନ Limbless.
- ବିକଳାଙ୍ଗ Multilated; maimed.
|
| 4278 |
ଅପାଙ୍ଗକ |
- Apāṅgaka (ସଂ.ବି.) - ନେତ୍ରପ୍ରାନ୍ତ; ଆଖିର ଲାଞ୍ଜି The outer corner of the eye.
- କଟାକ୍ଷ; ନେତ୍ରଭଙ୍ଗି; ବାଙ୍କ ଚାହାଣୀ Sidelong look or glance.
- ଅଙ୍ଗହୀନ Limbless.
- ବିକଳାଙ୍ଗ Multilated; maimed.
- ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ A herbarious plant; Achyranthus aspera; the prickly chafflower.
|
| 4279 |
ଅପାଙ୍ଗ ଚାହାଣୀ |
Also : [ ଅପାଙ୍ଗ ଦର୍ଶନ, ଅପାଙ୍ଗଦୃଷ୍ଟି ]
- Apāṅga chāhāni (ସଂ.ବି.) - କଣେଇ କରି ଚାହିଁବା; କଟାକ୍ଷ; ବାଙ୍କ ଚାହାଣୀ Side glance; furtive glance.
- ଭ୍ରୂକୁଟି Scowling.
|
| 4280 |
ଅପାଙ୍ଗ ଦର୍ଶନ |
Also : [ ଅପାଙ୍ଗ ଚାହାଣୀ, ଅପାଙ୍ଗଦୃଷ୍ଟି ]
- Apāṅga darṡana (ସଂ.ବି.) - କଣେଇ କରି ଚାହିଁବା; କଟାକ୍ଷ; ବାଙ୍କ ଚାହାଣୀ Side glance; furtive glance.
- ଭ୍ରୂକୁଟି Scowling.
|