| 4141 |
ଅପରନ୍ତୁ |
Also : [ ଅପରଂଚ, ଅପରଂତୁ ]
- Aparantu (ସଂ.ଅ.) - ଆହୁରି; ଅପିଚ Besides; moreover; further.
|
| 4142 |
ଅପରପକ୍ଷ |
Also : [ ଅପରପଖ ]
- Aparapaksha (ସଂ.ବି.) - କୃଷ୍ଣପକ୍ଷ The dark fortnight of a month.
- ପିତୃପକ୍ଷ (ଆଶ୍ୱିନ-କୃଷ୍ଣପକ୍ଷ; ଏ ପକ୍ଷରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଏ।) Specially the dark fortnight of the month Āswina in which ablutions are offered to the manes of the departed ancestors.
|
| 4143 |
ଅପରପର |
- Aparapara (ଦେ.ବିଣ.) - ଭିନ୍ନ ଭିନ୍ନ Different.
|
| 4144 |
ଅପରରାତ୍ର |
- Aparatrātra (ସଂ.ବି.) - ଶେଷରାତ୍ରି The time after mid-night; the close of the night.
- ଅର୍ଦ୍ଧରାତ୍ରର ପରଭାଗ ସମୟ Short hours of the night.
|
| 4145 |
ଅପରଲୋକ |
- Aparaloka (ସଂ.ବି.) - ଅନ୍ୟ ବ୍ୟକ୍ତି Another person.
- ଅନ୍ୟ ସୃଷ୍ଟି Another world.
|