| 4031 |
ଅପଗୁରୁ |
- Apaguru (ସଂ.ବି.) - କୁ ଗୁରୁ Bad preceptor.
- ଅଯୋଗ୍ୟ, ଖରାପ କିମ୍ବା ଅନୁପଯୁକ୍ତ ଗୁରୁ Incompetent, bad or unsuitable teacher
- ଯେଉଁ ବ୍ୟକ୍ତି ନିଜର ଶିକ୍ଷା, ଆଚରଣ କିମ୍ବା ଜ୍ଞାନ ଦ୍ୱାରା ଅନ୍ୟମାନଙ୍କୁ ଭୁଲ୍ ମାର୍ଗଦର୍ଶନ କରନ୍ତି A person who misguides others by his teachings, conduct, or knowledge.
|
| 4032 |
ଅପଘନ |
- Apaghana (ସଂ.ବି.) - ଦେହ; ଶରୀର Body.
- (ଅପ=ଦୂରୀଭୂତ+ଘନ=ମେଘ) ଶରତ୍କାଳ Autumn.
- ସୀମା Limit.
- (ସଂ.ବିଣ.) - ମେଘହୀନ; ନିର୍ମେଘ Cloudless.
|
| 4033 |
ଅପଘାତ |
- Apaghāta (ସଂ.ବି.) - ଅକସ୍ମାତ୍ ମାରକ ଘଟଣା; ଅକାଳମୃତ୍ୟୁ ଘଟାଇବା ଘଟନା Fatal accident.
- ଅକସ୍ମାତ୍ ମୃତ୍ୟୁ Accidental death.
- ମରିବା ସମୟ ପୂର୍ବରୁ ମରଣ Untimely death.
- ହତ୍ୟା Murder.
|
| 4034 |
ଅପଘିଞ୍ଚା |
- Apaghin̄chā (ବି./ ପ୍ରାଦେ. ଗଞ୍ଜାମ) - କୌଣସି ବସ୍ତୁକୁ କାହାଠାରୁ ନେଇ ପୁନର୍ବାର ଫେରାଇ ଦେବା The act of returning something received.
|
| 4035 |
ଅପଘୃଣ |
- Apaghṛuṇa (ସଂ.ବିଣ.) - ନିର୍ଦ୍ଦୟ Unkind; cruel.
- ନିର୍ଲଜ୍ଜ Devoid of shame.
- ନିର୍ଘୃଣ Having no hatred.
|