Language Section

 

 

 

 

 

 

Dictionary : View_page

ID Main Word Content
4021 ଅପକ୍ଷପାତ
  1. Apakshapāta (ସଂ.ବି.) - କୌଣସି ପକ୍ଷ ନ ଧରିବା Impartiality.
  2. କୌଣସି ବ୍ୟକ୍ତିର ପକ୍ଷ ନେଇ ନ ଥିବା Impartial; unbiased.
  • ପକ୍ଷପାତ - (ବିପରୀତ)
  • ଅପକ୍ଷା  (ଗ୍ରା)
4022 ଅପକ୍ଷପାତିତା
  1. Apakshapātitā (ସଂ.ବି.) - କୌଣସି ପକ୍ଷ ଧରି ନ ଥିବା ଗୁଣ Impartiality
4023 ଅପକ୍ଷପାତୀ
  1. Apakshapātī (ସଂ.ବିଣ.) - ଯେ ଏକ ପକ୍ଷର ସହାୟତା କରେ ନାହିଁ; ଯଥାର୍ଥବାଦୀ Impartial.
  • ଅପକ୍ଷପାତିନୀ - (ସ୍ତ୍ରୀ)
4024 ଅପକ୍ଷରା

Also : [ ଅପ୍ସରା, ଅପକ୍ଷରୀ ] 

  1. Apaksharā  (ଗ୍ରା.ବି.) - ସ୍ୱର୍ଗବେଶ୍ୟା - ଇନ୍ଦ୍ରଙ୍କ ସଭାର ନର୍ତ୍ତକୀଗଣ Heavenly nymphs; the dancing girls of Indra's court.
  2. ଅପ୍ସରାଙ୍କ ପରି ସୁନ୍ଦରୀ ସ୍ତ୍ରୀ  A very graceful lady. 3। ସ୍ତ୍ରୀମାନଙ୍କୁ ଦିଆଯିବା ନାମବିଶେଷ  A name given to women.
  3. ବ୍ୟଙ୍ଗ୍ୟ ବିଦ୍ରୂପୋକ୍ତି Sarcasm; inuendo; gibe.
4025 ଅପଖା (ଚୁଲି)
  1. Apakhā (chuli)  (ଦେ.ବିଣ.) - (ଯେଉଁ ଚୁଲିରେ ପଖା ବା ମୁହଁ ନାହିଁ) ଅମୁହାଁ (ଚୁଲି) (oven) Without a side-mouth.
  2. ଏକମୁହାଁ (ଚୁଲି) One-roomed (oven).
Page 805 of 845



expoodisha.com

 

Other Dictionary