Language Section

 

 

 

 

 

 

Dictionary : View_page

ID Main Word Content
3951 ଅନ୍ବେଷଣା
  1. Anweshaṇā (ସଂ.ବି.) - ଅନୁସନ୍ଧାନ Investigation; enquiry.
  2. ଅଲକ୍ଷିତ ବା ଅପ୍ରାପ୍ତ ବସ୍ତୁକୁ ଖୋଜିବା; ଅନିଶା Researech; seeking after.
  3. ଆକାଂକ୍ଷା Quest after a thing.
  4. ତର୍କାଦିଦ୍ୱାରା କୌଣସି ବିଷୟର ମୂଳ କାରଣ ବା ସ୍ୱଭାବ ଅନ୍ୱେଷଣ କରିବା Investigation into the cause of things.
3952 ଅନ୍ବେଷଣୀୟ
  1. Anweshaṇīya (ସଂ.ବିଣ.) - ଯାହା ଅନ୍ୱେଷଣ କରିବା ଉଚିତ୍: ଅନୁସନ୍ଧେୟ  Requiring to be sought; fit to be enquired into.
3953 ଅନ୍ବେଷିତ
  1. Anweshita (ସଂ.ବିଣ.) - ଗବେଷିତ; ଯାହାର ଅନ୍ୱେଷଣ କରାଯାଏ Searched for; sought after; enquired into.
  • ଅନ୍ୱେଷଣ - (ବି)
  • ଅନ୍ୱେଷିତା - (ସ୍ତ୍ରୀ)
3954 ଅନ୍ବେଷିବା
  1. Anweshibā (ଦେ.ପଦ୍ୟ.କ୍ରି.) - ଖୋଜିବା; ଅନ୍ୱେଷଣ କରିବା To seek; to search.
3955 ଅନ୍ବେଷ୍ଟବ୍ୟ

Also : [ ଅନ୍ବେଷଣୀୟ ]

  1. Anweshtabya (ସଂ.ବିଣ.) - ଯାହା ଅନ୍ୱେଷଣ କରିବା ଉଚିତ୍: ଅନୁସନ୍ଧେୟ  Requiring to be sought; fit to be enquired into.
Page 791 of 845



expoodisha.com

 

Other Dictionary