| 3821 |
ଅନ୍ତ୍ରଜ୍ବର |
- Antrajwara (ଦେ.ବି.) - ଏକପ୍ରକାର ମାରାତ୍ମକ ଜ୍ୱର Typhoid fever.
|
| 3822 |
ଅନ୍ତ୍ରପାଚକ |
- Antrapāchaka (ସଂ.ବି.) - ବୃକ୍ଷବିଶେଷ Ӕsehynomene Grandiflora.
- ଏକପ୍ରକାର ଦୁଃସାଧ୍ୟ ରୋଗ (ଏ ରୋଗରେ ଉଦର ମଧ୍ୟସ୍ଥ ଅନ୍ତ ଜଳାପୋଡ଼ା କରେ) A sort of incurable disease.
|
| 3823 |
ଅନ୍ତ୍ରପ୍ରଦାହ |
- Antrapradāha (ସଂ.ବି.) - ଅନ୍ତ୍ରରେ ଜନ୍ମିବା ଭୟଙ୍କର ପୋଡ଼ାଜଳା ରୋଗ A disease causing burning sensation in the entrails.
|
| 3824 |
ଅନ୍ତ୍ରବାଡ଼ |
- Antrabāṟḍ̠a (ଦେ.ବି.) - (ସଂ. ଅନ୍ତରାୟ) ମଝିରେ ଦିଆଯିବା ପରଦା Partition walk
|
| 3825 |
ଅନ୍ତ୍ରବୃଦ୍ଧି |
Also : [ ଅନ୍ତକୋଷ ]
- Antrabṛuddhi (ସଂ.ବି.) - ଅନ୍ତ୍ରବୃଦ୍ଧି ରୋଗ Hernia.
|