Language Section

 

 

 

 

 

 

Dictionary : View_page

ID Main Word Content
3611 ଅନୁସାରୀ
  1. Anusārī (ସଂ.ବିଣ.) ଅନୁସରଣ କରିବା (ବ୍ୟକ୍ତି); ଅନୁଯାୟୀ Following after; follower.
  2. ଅନୁରୂପ Similar; tallying with.
  3. (ସଂ.ବି.) (ସ୍ତ୍ରୀ) ପ୍ରଭୁଙ୍କର ଅଙ୍ଗସେବା କରିବା ଚାକରାଣୀ; ଅଙ୍ଗଲଗା ଦାସୀ a personal maidservant.
  • ଅନୁସାରିଣୀ - (ସ୍ତ୍ରୀ)
3612 ଅନୁସାରେ
  1. Anusāre (ଦେ.କ୍ରି.ବିଣ.) ପାଳନ କରି; ଅନୁଯାୟୀ; ଲଙ୍ଘନ ନ କରି In conformity with; in obediance to; according to
  2. (ଅମୁକକୁ) ସମାନ ହୋଇ Equal to.
3613 ଅନୁସୂଚକ
  1. Anusūchaka (ସଂ.ବିଣ.) ଚିନ୍ତନୀୟ; ବିଚାର ଆବଶ୍ୟକ କରୁଥିବା Occasioning refutation.
  2. ଜ୍ଞାପନ Pointing out.
  3. ପଶ୍ଚାତ୍ ଚିନ୍ତା କରୁଥିବା Reflecting.
  4. ଇସାରା ଦ୍ୱାରା ପ୍ରକାଶ କରୁଥିବା (ବ୍ୟକ୍ତି) Hinting.
  • ଅନୁସୂଚୀକା - (ସ୍ତ୍ରୀ)
3614 ଅନୁସୂୟା
  1. Anusūyā (ସଂ.ବି.) ଅତ୍ରିମୁନିଙ୍କ ପତ୍ନୀ The wife of the sage Atri.
  2. ଶକୁନ୍ତଳାଙ୍କ ସଖୀବିଶେଷ  A companion of Ṡakuntaḻā.
3615 ଅନୁସ୍ତରଣ
  1. Anustaraṇa (ସଂ.ବି.) ମୃତ ବ୍ୟକ୍ତିର ଶୁଦ୍ଧି କ୍ରିୟା ଉପଲକ୍ଷରେ ଉତ୍ସର୍ଗ କରାଯିବା ପଶୁ The beast dedicated at the funeral ceremony.
Page 723 of 845



expoodisha.com

 

Other Dictionary