Language Section

 

 

 

 

 

 

Dictionary : View_page

ID Main Word Content
3181 ଅନାହାର

=Also : [ ଅନଶନ

  1. Anāhāra (ସଂ.ବି.) - ଅନଶନ; ନିରାହାର; ନ ଖାଇବା; ଉପବାସ Not taking food; fasting.
  2. ଖାଇବାକୁ ନ ପାଇବା Starvation.
  3. ଅଧାରଣ; ନ ଧରିବା Non-seizure.
  4. ଅନୁତ୍ପାଦନ Non-production.
  5. (ସଂ.ବିଣ.) - ଉପବାସୀ Abstaining form food; fasting.
  6. ଯାହାକୁ ଖାଇବାକୁ ନ ମିଳେ Starving; starved.
  7. ଖାଇ ନ ଥିବା Not having taken food.
  8. ଯେଉଁ ବ୍ରତରେ କିଛି ଖିଆ ନ ଯାଏ (a vow) In which the observer fasts.
3182 ଅନାହାରମାର୍ଗଣା
  1. Anāhāramārgaṇā (ସଂ.ବି.) - ଜୈନଶାସ୍ତ୍ରାନୁସାରେ ବ୍ରତବିଶେଷ  Name of a religious vow enjoined in the ja̲i̱na-scriptures.
3183 ଅନାହାରୀ
  1. Anāhārī  (ସଂ.ବିଣ.)ଅନଶନ; ନିରାହାର; ନ ଖାଇବା; ଉପବାସ Not taking food; fasting.
  2. ଖାଇବାକୁ ନ ପାଇବା Starvation.
  3. ଅଧାରଣ; ନ ଧରିବା Non-seizure.
  • ଅନାହାରିଣୀ - (ସ୍ତ୍ରୀ)
3184 ଅନାହାରୀକାମ
  1. Anāhāīkāma (ଦେ.ବି.) - ଯେଉଁ କାମ କରିବା ପାଇଁ ଦରମା ମିଳେ ନାହିଁ, ଅଥଚ ମାଗଣା କାମ କରି ବାହାଦୁରୀ ବା ଧନ୍ୟବାଦ ପାଇବା ପାଇଁ କାମ କରାଯାଏ Honorary work.
  2. ମାଗଣା ଚାକିରି Honorary post.
3185 ଅନାହାରୀବାବା
  1. Anāhārībābā (ଦେ.ବି.) - ଅଲେଖଧର୍ମର ଆଦିଗୁରୁଙ୍କ ଡାକ ନାମ (ଏ ବାର ବର୍ଷ କେବଳ ଫଳ ଓ ବାର ବର୍ଷ କେବଳ କ୍ଷୀର ଖାଇ ତପଃ ସାଧନ କରିବାରୁ ଏହି ନାମ) Name by which the founder of the Alekha sect was known by the people.
Page 637 of 687



expoodisha.com

 

Other Dictionary