Odia Dictionary
Back
ଅନଶନ
- Anaṡana (ସଂ.ବି.) - ନ ଖାଇବା; ଅଭୋଜନ Starvation.
- ଉପବାସ Fasting.
- ପର ଉପରେ ଦାଉ ସାଧିବା ପାଇଁ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଓପାସ ରହିବା Fasting as a form of suicide from vindictive motives.
- (ସଂ.ବିଣ.) - ନିରାହାର Starved.
- ଉପବାସୀ Fasting.
- ଖାଉ ନ ଥିବା Not eating.
- ଅନଶନା - (ସ୍ତ୍ରୀ)
- ଅନଶନତା - (ବି)