Language Section

 

 

 

 

 

 

Dictionary : View_page

ID Main Word Content
2916 ଅନନ୍ୟମନସ୍କ

Also : [ ଅନନ୍ୟମାନସ ]

  1. Ananyamanaska (ସଂ.ବିଣ.) - ଏକାଗ୍ରଚିତ୍ତ; ଏକାଗ୍ର ମନୋଯୋଗଯୁକ୍ତ Giving undivided attention; with attention concetrated on one object.
  • ଅନନ୍ୟମନସ୍କା - (ସ୍ତ୍ରୀ)
2917 ଅନନ୍ୟମନା
  1. Ananyamanā (ସଂ.ବିଣ.) -  ଏକାଗ୍ରଚିତ୍ତ; ଏକାଗ୍ର ମନୋଯୋଗଯୁକ୍ତ Giving undivided attention; with attention concetrated on one object.
  2. ଯେ କୌଣସି ବିଷୟ ବା ବ୍ୟକ୍ତିକୁ ମନେ କରେ ନାହିଁ Thinking of nothing or none else. 
2918 ଅନନ୍ୟମାନସ

Also : [ ଅନନ୍ୟମନସ୍କ, ଅନନ୍ୟମନା ]

  1. Ananyamānasa (ସଂ.ବିଣ.) - ଏକାଗ୍ରଚିତ୍ତ; ଏକାଗ୍ର ମନୋଯୋଗଯୁକ୍ତ Giving undivided attention; with attention concetrated on one object.
  • ଅନନ୍ୟମାନସା  - (ସ୍ତ୍ରୀ)
2919 ଅନନ୍ୟଶରଣ
  1. Ananyaṡaraṇa (ସଂ.ବିଣ.) - ଯାହାର ଅନ୍ୟ ଆଶ୍ରୟ ନାହିଁ Having no other shelter or refuge.
  • ଅନନ୍ୟଶରଣା - (ସ୍ତ୍ରୀ)
2920 ଅନନ୍ୟସାଧାରଣ
  1. Ananyasādhāraṇa (ସଂ.ବିଣ.) - ଅତି ଅସାଧାରଣ Very extraordinary; uncommon.
  2. ଯାହା ଅନ୍ୟ ପକ୍ଷରେ ସାଧାରଣ ନୁହେ Not common to any one else.
  3. ଯାହା ଅନ୍ୟ କାହାରି ନୁହେ Not belonging to any other.
Page 584 of 605



expoodisha.com

 

Other Dictionary