Language Section

 

 

 

 

 

 

Dictionary : View_page

ID Main Word Content
2911 ଅନନ୍ୟନାଥା
  1. Ananyanāthā (ସଂ.ବିଣ.) - ଅନନ୍ୟନାଥର ସ୍ତ୍ରୀଲିଙ୍ଗ Feminine of Ananyanātha.
  2. (ସଂ.ବି.) - ଯେଉଁ ଅନୂଢ଼ା କନ୍ୟା ପୂର୍ବରୁ ଅନ୍ୟ ବର ପ୍ରତି ବାଗ୍‌ବତ୍ତା ହୋଇ ନାହିଁ A girl not previously betrothed to any other bridegroom.
2912 ଅନନ୍ୟପର

Also : [ ଅନନ୍ୟଚିତ୍ତ, ଅନନ୍ୟପରାୟଣ ]

  1. Ananyapara (ସଂ.ବି.) -  ଏକାଗ୍ରତା Concentration of mind.
  2. (ସଂ.ବିଣ.) - ଯେ ଏକମାତ୍ର ବିଷୟ ପ୍ରତି ମନ ଦେଇଥାଏ  Giving one's undivided attention to a matt
  • ଅନନ୍ୟପରା - (ସ୍ତ୍ରୀ
2913 ଅନନ୍ୟପରାୟଣ

Also : [ ଅନନ୍ୟଚିତ୍ତ ]

  1. Ananyaparāyaṇa  (ସଂ.ବି.) - ଯେ ଅନ୍ୟ କୌଣସି ବ୍ୟକ୍ତି ପ୍ରତି ଆସକ୍ତ ନୁହେ Not attached to any other person
  2.  ଏକାଗ୍ରତା Concentration of mind.
  • ଅନନ୍ୟପରାୟଣା - (ସ୍ତ୍ରୀ)
2914 ଅନନ୍ୟପୂର୍ବା
  1. Ananyapūrbā (ସଂ.ବିଣ.) -  ଯେଉଁ କନ୍ୟା ଆଉ କୌଣସି ବରପାତ୍ରକୁ ଏଥିପୂର୍ବରୁ ବାଗ୍‌ଦତ୍ତା ହୋଇ ନାହିଁ Unbetrothed (girl)
  2. ଅବିବାହିତା Unmarried (girl)
  3. (ସଂ.ବି.) - ବାଗଦତ୍ତା ହୋଇ ନ ଥିବା କନ୍ୟା Unbetrothed girl; a virgin.
2915 ଅନନ୍ୟବୃତ୍ତି
  1. Ananyabṛutti (ସଂ.ବିଣ.) -  ଯାହାର ଅନ୍ୟ ବ୍ୟବସାୟ, ଆଶ୍ରୟ ବା ଅବଲମ୍ବନ ନାହିଁ Not having any other occupation, or calling.
  2. ଯାହାର ଆଉ କେଉଁ କଥା ପ୍ରତି ମନଦେବାକୁ ନାହିଁ Having nothing else to attend to.
  3. ଏକାନ୍ତ ମନୋଯୋଗୀ Closely attentive.
Page 583 of 605



expoodisha.com

 

Other Dictionary