Language Section

 

 

 

 

 

 

Dictionary : View_page

ID Main Word Content
2766 ଅଧ୍ୟୁଷ୍ଟବଳୟ
  1. Adhyushṭabaḻaya (ସଂ.ବିଣ.) - ତିନିଥର ଅଧେ ଗୁଡ଼େଇ ହୋଇ ଥିବା ମୁଦିଆ ପରି (ଯଥା - ସାପର କୁଣ୍ଡଳ) Forming a ring coiled up three and half times (as a snake).
2767 ଅଧ୍ୟୁଷ୍ଟ୍ର
  1. Adhyushṭra (ସଂ.ବି.) - ଓଟବୁହା ଗାଡ଼ି  A conveyance drawn by camels.
2768 ଅଧ୍ୟୂଢ଼
  1. Adhyūṟḍ̠ẖa (ସଂ.ବିଣ.) - ଉପରେ ଝୁଲୁଥିବା Hanging over.
  2. ବୃଦ୍ଧିଶୀଳ; ସମୃଦ୍ଧ Affluent.
  3. ଉନ୍ନତ Exalted; Maised.
  4. ପ୍ରଚୁର Abundant.
  5. (ସଂ.ବି.) - ବିବାହ ପୂର୍ବରୁ ଗର୍ଭ ହୋଇଥିବା ସ୍ତ୍ରୀର ସନ୍ତାନ The son of a woman pregnant before marriage.
2769 ଅଧ୍ୟୂଢ଼ଜ
  1. Adhyūṟḍ̠ẖaja (ସଂ.ବି.) - ବିବାହ ପୂର୍ବରୁ ଗର୍ଭ ଧାରଣ କରିଥିବା ସ୍ତ୍ରୀର ସନ୍ତାନ The son of woman pregnant before marriage.
2770 ଅଧ୍ୟୂଢ଼ା
  1. Adhyūṟḍ̠ẖā (ସଂ.ବି.) - ଦ୍ୱିତୀୟବାର ବିବାହ କରିଥିବା ପୁରୁଷର ପ୍ରଥମା ଭାର୍ଯ୍ୟା; ଅଧିବିନ୍ନା A wife whose husband has married an additional wife.
Page 554 of 605



expoodisha.com

 

Other Dictionary