Online Dictctionary : ODIA
Home
Dictionary
Odia-English
English-odia
Samalpuri
Shrimandir
Prasasana
View
Content Search
Language Section
Dictionary : View_page
ID
Main Word
Content
2761
ଅଧ୍ୟାସୀନ
Adhyāsīna
(ସଂ.ବି.) -
ଉପରେ ବସିଥିବା Seated upon.
ଅଧ୍ୟାସୀନା - (ସ୍ତ୍ରୀ)
2762
ଅଧ୍ୟାହରଣ
Also :
[
ଅଧ୍ୟାହରଣୀୟ, ଅଧ୍ୟାହର୍ତ୍ତବ୍ୟ, ଅଧ୍ୟାହୃତ, ଅଧ୍ୟାହାର
]
Adhyāharaṇa
(ସଂ.ବି.) -
ଊହ; ରଚନାରେ କୌଣସି ବାକ୍ୟ ଊହ୍ୟ କରିବା Ellipsis; a gap left in a composition.
ଊହ୍ୟ ବାକ୍ୟର ପୂରଣ Supplying of an ellipsis.
ଅନୁମାନ; ତର୍କଣା Supposition; inference; conjecture.
ଅଧ୍ୟାହୃତ - (ବିଣ)
2763
ଅଧ୍ୟାହାର୍ଯ୍ୟ
Adhyāhārj̄ya
(ସଂ.ବିଣ.) -
(ବ୍ୟାକରଣ)
ଊହ୍ୟ (grammar) Understood.
ଯେଉଁ ଊହ୍ୟ ବାକ୍ୟ ପୂରଣ କରାଯିବା ଉଚିତ That which is to be filled up.
2764
ଅଧ୍ୟୁଷିତ
Adhyushita
(ସଂ.ବିଣ.) -
ଯେଉଁ ସ୍ଥାନରେ ବାସ କରାଯାଏ Inhabited.
ଅଧିକୃତ (ସ୍ଥାନ) Occupied (place)
ଉପବିଷ୍ଟ Seated upon.
ବାସ କରାଯାଇଥିବା Inhabited.
ଅଧିଷ୍ଠିତ; ପ୍ରତିଷ୍ଠିତ Settled.
2765
ଅଧ୍ୟୁଷ୍ଟ
Adhyushṭa
(ସଂ.ବିଣ.) -
ପ୍ରସିଦ୍ଧ; ବିଖ୍ଯାତ Celebrated.
ସାଢ଼େ ତିନି; ସାଦ୍ଧତ୍ରି Three and a half.
Page 553 of 605
Previous
1
2
...
551
552
553
554
555
...
604
605
Next
Last ››
expoodisha.com
Other Dictionary