| ID | Main Word | Content |
|---|---|---|
| 2741 | ଅଧ୍ୟାତ୍ମଯୋଗ |
|
| 2742 | ଅଧ୍ୟାତ୍ମରାମାୟଣ |
[ ଦ୍ର ] ବାଲ୍ମୀକି ରାମାୟଣ ପରି ଏହା ସାତ କାଣ୍ଡରେ ବିଭକ୍ତ। ଏଥିରେ ପ୍ରାୟ ଚାରି ହଜାର ଶ୍ଳୋକ ଅଛି। ଅଧ୍ୟାତ୍ମତତ୍ତ୍ୱପୂର୍ଣ୍ଣ ରାମ ଚରିତ ବର୍ଣ୍ଣନା ପ୍ରସଙ୍ଗରେ ଏଥିରେ କର୍ମଯୋଗ, ଭକ୍ତିଯୋଗ, ଜ୍ଞାନ ଯୋଗ, ଧର୍ମ ଓ ରାଜନୀତି ଆଦି ସୁଚାରୁରୂପେ ବର୍ଣ୍ଣିତ ହୋଇଅଛି। ଏଥିର ଶେଷ କାଣ୍ଡର ପଞ୍ଚମସର୍ଗ 'ରାମଗୀତା' ନାମରେ ପରିଚିତ। ରାମପୂଜକ ବୈଷ୍ଣବମାନେ ଏହି ଗ୍ରନ୍ଥକୁ ପରମ ପବିତ୍ର ଧର୍ମଗ୍ରନ୍ଥ ରୂପେ ଗଣନା କରନ୍ତି; ଏ ଗ୍ରନ୍ଥରେ ରାମପୁରୁଷ ବା ପରମେଶ୍ୱର; ସୀତା ପ୍ରକୃତି; ହନୁମାନ ପ୍ରକୃତି ପୁରୁଷର ସେବକ ଓ ରାବଣ ପ୍ରକୃତିକୁ ହରଣ କରିବା ରିପୁରୂପେ କଳ୍ପିତ। |
| 2743 | ଅଧ୍ୟାତ୍ମିକ |
|
| 2744 | ଅଧ୍ୟାନ |
|
| 2745 | ଅଧ୍ୟାପକ | Also : [ ଅଧ୍ୟାପୟିତା ]
|
Other Dictionary |

