| 2736 |
ଅଧ୍ୟାକ୍ରାନ୍ତ |
- Adhyākrānta (ସଂ.ବିଣ.) - ଆକ୍ରମଣ କରାଯାଇଥିବା Attacked.
- ଅଧିକୃତ Occupied; taken possession of.
- ମନୋନୀତ Chosen.
|
| 2737 |
ଅଧ୍ୟାତ୍ମ |
- Adhyātma (ସଂ.ବି.) - ପରମାତ୍ମା; ପରଂବ୍ରହ୍ମ The Supreme Spirit.
- କାର୍ଯ୍ୟପ୍ରବର୍ତ୍ତକ ଆତ୍ମା The soul as an agent of an action.
- (ସଂ.ବିଣ.) - ଆତ୍ମାସମ୍ବନ୍ଧୀୟ Relating to the soul; spiritual.
- ସ୍ୱକୀୟ; ନିଜର Own; belonging to self.
- ବ୍ୟକ୍ତିଗତ Concerning an individual.
- ପରମାତ୍ମାର ଜୀବାତ୍ମରୂପରେ ଆବିର୍ଭାବ The manifestation of the Supreme Soul as an individual self.
- ଆତ୍ମାକୁ ଅଧିକାର କରି; ଆତ୍ମା ବିଷୟରେ Concerning the soul.
- ବ୍ୟକ୍ତିଗତ ଭାବରେ Personally; individually.
- ନିଜ ବିଷୟରେ Concerning self.
|
| 2738 |
ଅଧ୍ୟାତ୍ମତତ୍ତ୍ବ |
- Adhyātmatattwa (ସଂ.ବି.) - ପରମାତ୍ମା ସମ୍ବନ୍ଧୀୟ ଗୂଢ଼ରହସ୍ୟ Metaphysical learning; spiritual learning.
- ଦର୍ଶନଶାସ୍ତ୍ର Metaphysics.
|
| 2739 |
ଅଧ୍ୟାତ୍ମବିତ୍ |
- Ahyātmabit (ସଂ.ବିଣ.) - ଆତ୍ମବିଦ୍ୟା ବା ଦର୍ଶନଶାସ୍ତ୍ରରେ ପାରଦର୍ଶୀ Proficient or versed in metaphysics.
|
| 2740 |
ଅଧ୍ୟାତ୍ମବିଦ୍ୟା |
Also : [ ଅଧ୍ୟାତ୍ମତତ୍ତ୍ବ ]
- Adhyātmabidyā (ସଂ.ବି.) - ପରମାତ୍ମା ସମ୍ବନ୍ଧୀୟ ଗୂଢ଼ରହସ୍ୟ Metaphysical learning; spiritual learning.
- ଦର୍ଶନଶାସ୍ତ୍ର Metaphysics.
|