| ID | Main Word | Content |
|---|---|---|
| 2596 | ଅଧିମନ୍ଥ |
|
| 2597 | ଅଧିମାଂସ |
|
| 2598 | ଅଧିମାଂସକ |
|
| 2599 | ଅଧିମାତ୍ର |
|
| 2600 | ଅଧିମାସ | Also : [ ମଳମାସ ]
[ ଦ୍ର ] ବର୍ଷକେ 12 ଦିନ କମିଥିବା ଚାନ୍ଦ୍ର ମାସମାନଙ୍କୁ ସୌର ମାସ ସଙ୍ଗେ ମେଳ କରାଇ ଚାନ୍ଦ୍ରବର୍ଷ ଓ ସୌରବର୍ଷର ସମତା ରଖିବା ପାଇଁ ପ୍ରତି ତିନି ବର୍ଷ ଅନ୍ତରରେ ଚାନ୍ଦ୍ରମାନ ମାସ ସଙ୍ଗେ ଯୋଗ କରାଯିବା ଗୋଟିଏ ମାସ। (ଦ୍ୱାଦଶ ବରଷରେ ଚାରିଗୋଟି ମାସ, ହେଉଅଛି ସବୁରି ମତେ ଅଧିମାସ - କୃଷ୍ଣସିଂହ, ମହାଭାରତ, ବିରାଟ) |
Other Dictionary |

