Language Section

 

 

 

 

 

 

Dictionary : View_page

ID Main Word Content
2586 ଅଧିବିଦ୍ୟ
  1. Adhibidya (ସଂ.ବିଣ.) - ସମଧିକ ବିଦ୍ୱାନ୍ Very learned.
  • ଅଧିବିଦ୍ୟା - (ସ୍ତ୍ରୀ)
2587 ଅଧିବିନ୍ନା
  1. Adhibinnā (ସଂ.ବି.) - ଦୁଇଥର ବିବାହ କରିଥିବା ସ୍ୱାମୀର ପ୍ରଥମ ପକ୍ଷୀୟା ସ୍ତ୍ରୀ; ଅଧ୍ୟୂଢ଼ା The superseded or first wife of a twice married person.

 [ ଦ୍ର ]  ସ୍ମୃତି ଅନୁସାରେ ସ୍ତ୍ରୀ ସୁରାପା, ବ୍ୟାଧିତା, ଅତିବ୍ୟୟଶୀଳା, ହିଂସ୍ରା ଧୂର୍ତ୍ତା, ବନ୍ଧ୍ୟା, ମୃତବତ୍ସା, ଅପ୍ରିୟମ୍ବଦା, ସ୍ୱାମୀଦ୍ୱେଷିଣୀ ଓ କେବଳ କନ୍ୟାପ୍ରସୂ ହେଲେ ସ୍ୱାମୀ ଦ୍ୱିତୀୟ ବିବାହ ବା ଦ୍ବିତୀୟ ସ୍ତ୍ରୀ ଗ୍ରହଣ କରି ପାରିବେ। (ମନୁ - 9 - (80 - 83) - ଯାଜ୍ଞବଲ୍କ୍ୟ - 1(73 - 74)

2588 ଅଧିବେତ୍ତା
  1. Adhibettā (ସଂ.ବି.) - ପ୍ରଥମ ସ୍ତ୍ରୀ ବଞ୍ଚି ଥାଉଥାଉ ଦ୍ୱିତୀୟ ସ୍ତ୍ରୀ ବିବାହକାରୀ ପୁରୁଷ A husband who marries a second wife during the life-time of his first wife.
2589 ଅଧିବେଦ
  1. Adhibeda (ସଂ.କ୍ରି.ବିଣ.) - (ଅବ୍ୟୟୀଭାବ; ବେଦକୁ ଅଧିକାର କରି) ବେଦ ସମ୍ବନ୍ଧୀୟ; ବୈଦିକ Relating to the Bedas.
  • Adhibedana (ସଂ.ବି.) - ପ୍ରଥମ ସ୍ତ୍ରୀ ବଞ୍ଚି ଥାଉଥାଉ ଦ୍ୱିତୀୟ ସ୍ତ୍ରୀକୁ ବିବାହ କରିବା Marrying of a second wife by superseding the 1st.
2590 ଅଧିବେଦନ
  1. Adhibedana (ସଂ.ବି.) - ପ୍ରଥମ ସ୍ତ୍ରୀ ବଞ୍ଚି ଥାଉଥାଉ ଦ୍ୱିତୀୟ ସ୍ତ୍ରୀକୁ ବିବାହ କରିବା Marrying of a second wife by superseding the 1st.

 [ ଦ୍ର ] ମଦ୍ୟପାନାସକ୍ତା, ଅସଚ୍ଚରିତ୍ରା, ପତିର ପ୍ରତିକୂଳା - ଚାରିଣୀ, ବ୍ୟାଧିଗ୍ରସ୍ତା, ହିଂସାପରାୟଣା, ଅସଦ୍ବ୍ୟୟଶୀଳା, ବିବାହର ଆଠ ବର୍ଷ ପର୍ଯ୍ୟନ୍ତ ବନ୍ଧ୍ୟା ବା ୧୦ ବର୍ଷ ପର୍ଯ୍ୟନ୍ତ ମୃତବତ୍ସା ବା ୧୧ ବର୍ଷ ପର୍ଯ୍ୟନ୍ତ କେବଳ କନ୍ୟାପ୍ରସୂ ଓ ଅପ୍ରିୟବାଦିନୀ ସ୍ତ୍ରୀକୁ ପରିତ୍ୟାଗ କରି ଦ୍ୱିତୀୟ ସ୍ତ୍ରୀ ବିବାହ କରିବା ବିଧି ରହିଛି। (ରାମଶଙ୍କର, ମନୁ.9 - (80 - 81)]

Page 518 of 605



expoodisha.com

 

Other Dictionary