Language Section

 

 

 

 

 

 

Dictionary : View_page

ID Main Word Content
241 ଅକଶ ରଖିବା
  1. Akaṡa rakhibā (ଦେ.କ୍ରି) - କୌଣସି ବ୍ୟକ୍ତି ଉପରେ ଭବିଷ୍ୟତରେ ଦାଉ ସାଧିବାପାଇଁ ମନରେ ପାଞ୍ଚିବା। To have a grudge against a person.
242 ଅକଶା
  1. Akaṡā  (ଦେ.ବିଣ)ଯେଉଁ ଘୋଡ଼ାରେ ଜିନ୍ କଶା ଯାଇ ନଥାଏ Unsaddled horse.
  2. ଯେଉଁ ଅଙ୍କ କଶା ହୋଇ ନାହିଁ Unsolved. (Arithmetical sum).
  3. ଯେଉଁ ପରିବା ତେଲ ବା ଘିଅରେ କଶା ହୋଇ ନ ଥାଏ Unfried (vegitable).
  4. ଯେଉଁ ଦଉଡ଼ି ଦୃଢ଼ରୂପେ ଟଣା ହୋଇ ବନ୍ଧା ହୋଇ ନଥାଏ Untightened (rope).
  5. ଯେଉଁ ବାଉଁଶ, ବେତ ବା ଲଇ କିଛିଦିନ ପାଣିରେ ବତୁରା ହୋଇ ନ ଥାଏ Unseasoned (bamboo or cane).
243 ଅକଷ୍ଟ
  1. Akashṭa (ସଂ.ବିଣ.) କଷ୍ଟରହିତ; କ୍ଳେଶହୀନ Painless; free from trouble.
  2. ସହଜ Easy.
  3. ସ୍ୱାଭାବିକ Natural
244 ଅକଷ୍ଟକଳ୍ପନା
  1. Akashṭakaḻpanā (ସଂ.ବି.) - ସ୍ୱାଭାବିକ କଳ୍ପନା। Natural imagination.
  2. ଯେଉଁ କଳ୍ପନା ବା ରଚନା କରିବାକୁ ଲେଖକ ବା କବିଙ୍କୁ କିଛିମାତ୍ର ଆୟାସ ସ୍ୱୀକାର କରିବାକୁ ପଡ଼ି ନ ଥାଏ। 2. Any composition in which the writer has not taken trouble.
245 ଅକଷ୍ଟବଦ୍ଧ
  1. Akashṭabaddha (ସଂ.ବିଣ) - (ଯାହାଠାରୁ ବଳି କଷ୍ଟ ବନ୍ଧନ ନାହିଁ) ଅପ୍ରତିକାର୍ଯ୍ୟ Irremediable.
  2. ଅତିଶୟ କଷ୍ଟରେ ପତିତ Fallen in great trouble.
  3. ଅପ୍ରତିହାର୍ଯ୍ୟ ବିପଦ Irremediable danger; unavoidable danger.
  4. ଅତି ଦୁଃଖ Great grief; misery.
Page 49 of 605



expoodisha.com

 

Other Dictionary