| 2116 |
ଅତ୍ୟାଜ୍ୟ |
- Atyājya (ସଂ.ବିଣ.) - ଯାହା ତ୍ୟାଗ କରିବା ଉଚିତ ନୁହେଁ Not deserving to be abandoned.
- ଅଲଙ୍ଘନୀୟ Unavoidable.
|
| 2117 |
ଅତ୍ୟାଜ୍ୟ |
- Atyājya (ସଂ.ବିଣ.) - ଯାହା ତ୍ୟାଗ କରିବା ଉଚିତ ନୁହେଁ Not deserving to be abandoned.
- ଅଲଙ୍ଘନୀୟ Unavoidable.
|
| 2118 |
ଅତ୍ୟାଦିତ୍ୟ |
- Atyāditya (ସଂ.ବିଣ.) - ତେଜରେ ସୂର୍ଯ୍ୟଙ୍କୁ ବଳିଥିବା Surpassing the sun in lustre.
|
| 2119 |
ଅତ୍ୟାଧାନ |
- Atyādhāna (ସଂ.ବିଣ.) - ଉପରେ ସ୍ଥାପନ Laying on; superposition.
- ନିୟମଲଙ୍ଘନ Transgresssion.
- ଯଜ୍ଞାଗ୍ନିସ୍ଥାପନ ବା ରକ୍ଷଣରେ ହେଳା Neglect of the lighting or maintenance of the sacred fire.
- ପ୍ରତାରଣା Deception.
|
| 2120 |
ଅତ୍ୟାନନ୍ଦା |
- Atyānandā (ସଂ.ବି.) - ମୈଥୁନର ସୁଖ ପ୍ରତି ଅଯଥା ବିରାଗ Morbid indifference to the pleasures of sexual union.
|