Language Section

 

 

 

 

 

 

Dictionary : View_page

ID Main Word Content
1871 ଅତଡ଼ା ଖସିବା
  1. Ataṟḍ̠ā khasibā (ଦେ.ବି.) - ନଦୀର ତଟ ଭୂମିର ବଡ଼ ବଡ଼ ଖଣ୍ଡମାନ ଜଳସ୍ରୋତର ପ୍ରବଳ ଆଘାତଦ୍ୱାରା ନଦୀର ଗର୍ଭସାତ୍ ହେବା The falling of the bank by the force of the current; erosion of the bank.
1872 ଅତଡ଼ା ଖାଇବା
  1. Ataṟḍ̠ā khāibā (ଦେ.କ୍ରି.) - (ନଈ) ସ୍ରୋତର ଆଘାତ ଦ୍ୱାରା ତଟଭୂମିକୁ ଗର୍ଭସାତ୍ କରିବା To erode the bank (said of a river)
  2. (କୌଣସି ଦୁଷ୍ଟ ବ୍ରଣ ବା ଘାଆ) ଚାରି ପାଖର ଚମ ଓ ମାଂସକୁ ପଚାଇ ଘାଇଲା କରିବା To eat away the edge (said of a festering sore.)
1873 ଅତଡ଼ା ପଡ଼ିବା
  1. Ataṟḍ̠ā paṟḍ̠ibā (ଦେ.ବି.) - (ନଈ) ସ୍ରୋତର ଆଘାତ ଦ୍ୱାରା ତଟଭୂମିକୁ ଗର୍ଭସାତ୍ କରିବା To erode the bank (said of a river)
  2. ଅତ୍ୟୁତ୍କଟ ବା କଠୋର ଶବ୍ଦଦ୍ୱାରା (କାନ) ବଧିର ବା ସ୍ତବ୍ଧ ହେବା The dazing of the ear by a furious roar; the ear being deafened by a high sound. 
1874 ଅତଡ଼ି

Also : [ ଅତଡ଼ ]

  1. Ataṟḍ̠i (ଦେ.ବି.) - ଲମ୍ବ ଭାବରେ ଉଠିଥିବା ନଈର ଅତ୍ୟୁଚ୍ଚ ତଟଭୂମି  Precipitous bank of a river.
  2.  ଛୋଟ ଜଳନ୍ତା ନିଆଁଗଦା A small heap of blazing fire.
  3. ଉଚ୍ଚ ନୀଚ ଭୂମି (ନନ୍ଦ) Uneven land.
1875 ଅତଡ଼ିଆ
  1. Ataṟḍ̠iā (ଦେ.ବିଣ.) - ତୁଙ୍ଗ; ଅତ୍ୟୁଚ୍ଚ; ଲମ୍ବଭାବରେ ଉଚ୍ଚ  Precipitous.
Page 375 of 605



expoodisha.com

 

Other Dictionary