| 1641 |
ଅନାୟସେ |
Also : [ ଅଣଆୟାସେ ]
- Aṇaāyāse (ଗ୍ରା.କ୍ରି.) - ଅନାୟସରେ; ଅକ୍ଳେଶରେ Easily.
- ବିନାକ୍ଳେଶରେ Without any trouble or pain.
|
| 1642 |
ଅନୁଚିତ |
- Aṇuchita (ଗ୍ରା.କ୍ରି.) - ଅଣଉଚିତ Improper.
|
| 1643 |
ଅଣଉଦୟ |
- Aṇaudaya (ଗ୍ରା.ବି.) - (ସୂର୍ଯ୍ୟ) ଉଦୟ ହୋଇ ନ ଥିବା ସମୟ Time before sun-rise.
|
| 1644 |
ଅଣଉଦିଆ |
- Aṇaudiā (ଗ୍ରା.ବିଣ.) - ସୂର୍ଯ୍ୟୋଦୟ ପୂର୍ବରୁ କରାଯିବା Done before sun-rise. (ଯଥା ଅଣଉଦିଆ ସ୍ନାହାନ; ଅଣଉଦିଆ ଭୋଜନ)
- (ଗ୍ରା.କ୍ରି.) - ସୂର୍ଯ୍ୟ ଉଦୟ ନ ହେଉଣୁ Before sun-rise.
|
| 1645 |
ଅଣଉପକାର |
- Aṇaupagāra (ଗ୍ରା.ବି.) - ଅନୁପକାର; ଅହିତ; ଅପକାର Disservice; injury.
|