| ID | Main Word | Content |
|---|---|---|
| 1366 | ଅଜହଲ୍ଲିଙ୍ଗ | Category : [ Grammar ] Ajahalliṅga (ସଂ.ବିଣ.) - (ବ୍ୟାକରଣ) ଯେଉଁ ବିଶେଷ୍ୟ ବା ବିଶେଷଣ ଶବ୍ଦ ଭିନ୍ନ ଭିନ୍ନ ଲିଙ୍ଗର ବିଶେଷ୍ୟ ସଙ୍ଗେ ଯୁକ୍ତ ହେଲେ ମଧ୍ୟ ଆପଣାର ଆକାରକୁ ପରିତ୍ୟାଗ କରେ ନାହିଁ (grammar) A noun or adjective which does not change its form when added to nouns of different genders. [ ଉ ] ରତ୍ନ - ନାରୀରତ୍ନ; ପୁରୁଷରତ୍ନ; ବର -ନରବର, ଯୋଷାବର; ପାତ୍ର - କନ୍ୟାପାତ୍ର; ବରପାତ୍ର [ ଦ୍ର ] ସଂସ୍କୃତ ବ୍ୟାକରଣରେ ବିଶେଷ୍ୟ ପଦର ଯେଉଁ ଲିଙ୍ଗ ହୁଏ, ତହିଁ ସଙ୍ଗେ ଲାଗିବା ବିଶେଷଣର ମଧ୍ୟ ସେହି ଲିଙ୍ଗ ହୁଏ; କିନ୍ତୁ କେତେଗୁଡ଼ିଏ ବିଶେଷ୍ୟ ବିଶେଷଣ ପ୍ରତି ଏ ନିୟମ ଖଟେ ନାହିଁ; ସେମାନଙ୍କୁ ଅଜହଲ୍ଲିଙ୍ଗ ବୋଲାଯାଏ। (ଯଥା -ମୂଳ, ପାତ୍ର, ସ୍ଥାନ, ଆସ୍ପଦ, ପ୍ରମାଣ, ବର, ରତ୍ନ।) |
| 1367 | ଅଜହା | Also : [ ଅଜଲୋମା ]
|
| 1368 | ଅଜା |
|
| 1369 | ଅଜାଏ | Also : [ ଅଜାୟ ]
|
| 1370 | ଅଜାଏଜାଏ |
|
Other Dictionary |

