Language Section

 

 

 

 

 

 

Dictionary : View_page

ID Main Word Content
91 ଅଂଶା ମାରିବା
  1. Aṁṡā māribā  (ଦେ.କ୍ରି.) -  କାଠଆଦିର ଉପରେ ଉଠିଥିବା ଅଂଶମାନଙ୍କୁ ରନ୍ଦା, ବାରସୀ ବା କଟୁରି ଦ୍ୱାରା ତାଞ୍ଛି ଚିକ୍କଣ କରିବା।  To scrape off and smooth the fibres on the surface of a piece of wood. 
  2. କଡ଼ି ବରଗା ଆଦିର କୋଣକୁ ରନ୍ଦା ଆଦିଦ୍ୱାରା ତାଞ୍ଛି ଗୋଲ କରିବା To round up the corner of an angular piece of wood.
92 ଅଂଶିତ
  1. Aṁṡita (ସଂ. ବିଣ.) - ବିଭକ୍ତ; ଯାହା ଭିନ୍ନ ଭିନ୍ନ ଅଂଶରେ ବିଭକ୍ତ କରା ଯାଇଅଛି।  Divided into parts.
  2. ବଣ୍ଟରା କରାଯାଇଥିବା। Partitioned into shares.
93 ଅଂଶିତ୍ୱ
  1.  Aṁṡitwa (ସଂ.ବି.) - ଭାଗାଧିକାରିତ୍ୱ। Co-parcenary.
94 ଅଂଶିଦାରୀ
  1.  Aṁṡidārī  (ଦେ.ବି.) -  ଭାଗଦାରୀ; ସମ୍ପତ୍ତିରେ ବହୁ ଲୋକଙ୍କର ଅଂଶ ଥିବା ଅବସ୍ଥା Partnership; Co-parcenary.
95 ଅଂଶୀ
  1.  Aṁṡī (ଅଂଶିନୀ—ସ୍ତ୍ରୀ) (ସଂ. ବିଣ.) - କୌଣସି ବସ୍ତୁରୁ ଅଂଶ ଭାଗ ପାଇବା ଯୋଗ୍ୟ (ବ୍ୟକ୍ତି) Deserving to get a share. 
  2. (ଦେ. ବିଣ. ପୁଂ. ଓ ସ୍ତ୍ରୀ.) (ଦେବତା ବା ବ୍ୟକ୍ତିବାଚକ ଶବ୍ଦ ପରେ ଯୁକ୍ତ ହୁଏ, ଯଥା—ଦେବଅଂଶୀ।) 
Page 19 of 605



expoodisha.com

 

Other Dictionary