Language Section

 

 

 

 

 

 

Dictionary : View_page

ID Main Word Content
526 ଅଖଣ୍ଡ
  1. Akhaṇḍda (ସଂ.ବିଣ.) - ଅଖଣ୍ଡିତ; ଯହିଁରୁ କୌଣସି ଅଂଶ ଖଣ୍ଡିତ ହୋଇ ନାହିଁ; ପୂର୍ଣ୍ଣ Undivided; whole.
  2. ଅକ୍ଷତ; ନିଖୁଣ  Unhurt. 
  3. ଯହିଁରେ ଦାଗ ନାହିଁ Unstained.
  4. ଅଲଘଂନୀୟ; ଅଖଣ୍ଡନୀୟ; ଯାହାକୁ କେହି ଅନ୍ଯଥା କରି ନପାରେ Intransgressable; uninfringeable; immutable.
  5. ଅପରିବର୍ତ୍ତନୀୟ Unchangeable; immutable.
  6. ଯାହାକୁ କେହି ଯୁକ୍ତି ବା ଉତ୍ତରଦ୍ୱାରା ଖଣ୍ଡନ କରି ନ ପାରେ Irrefutable; unassailable.
  7. ଅନବଚ୍ଛିନ୍ନ  Uninterrupted; continuous.
  8. ପ୍ରତିଦ୍ୱନ୍ଦିରହିତ Having no rival.
527 ଅଖଣ୍ଡ ଦ୍ବାଦଶୀ
  1. Akhaṇḍa dwādaṡī (ସଂ.ବି.) - (ଯେଉଁ ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମ କର୍ମର ଫଳ ଖଣ୍ଡିତ ହୁଏନାହିଁ)  ମାର୍ଗଶିର ଶୁକ୍ଲ ଦ୍ୱାଦଶୀ The twelfth day of the bright fortnight of Mārgaṡira.
528 ଅଖଣ୍ଡନ
  1. Akhaṇḍana (ସଂ.ବି.) - ଅମେଣ୍ଟଣ Non-refutation.
  2. ଅଲଙ୍ଘନ Non-transgression.
  3. (ନିରାକାର ଥିବାରୁ ଯାହା ବିଭକ୍ତ କରାଯାଇ ନପାରେ) ପରମାତ୍ମା The Supreme Soul pervading the Universe.
  4. (ସଂ.ବିଣ.) - ଅଖଣ୍ଡ; ଅବିଭକ୍ତ Undivided; unbroken.
  5. ଅକ୍ଷୟ Inexhaustible.
529 ଅଖଣ୍ଡନୀୟ
  1. Akhaṇḍanīya (ସଂ.ବିଣ.)ଯାହା ଭଙ୍ଗା ଯାଇ ନ ପାରେ; ଅବିଭାଜ୍ୟ Unbreakable; infragible. 
  2. ଅକାଟ୍ୟ; ଯାହାକୁ ଯୁକ୍ତି ଦ୍ୱାରା ଖଣ୍ଡନ କରାଯାଇ ନପାରେ  Irrefutable. 
  3. ଅପରିବର୍ତ୍ତନୀୟ Unchangeable. 
  4. ଯାହା ଅନ୍ଯଥା କରା ଯାଇ ନପାରେ Which cannot be made otherwise.
  5. ଅଲଙ୍ଘନୀୟ  Unavoidable.
  • (ବି) - ଅଖଣ୍ଡନୀୟତା
530 ଅଖଣ୍ଡମଣ୍ଡଳ
  1. Akhaṇḍamaṇḍaḻa (ସଂ.ବି.) ଯେଉଁ ବୃତ୍ତର ପରିଧିର କୌଣସି ଠାରେ ଖଣ୍ଡିତ ବା ଛିଣ୍ଡା ହୋଇନାହିଁ An unbroken circle. 
  2. ପୂର୍ଣ୍ଣବୃତ୍ତ; ସମ୍ପୂର୍ଣ୍ଣରୂପେ ଗୋଲ ମୁଣ୍ଡୁଳା A complete circle.
  3. (ସଂ.ବିଣ.) - ପୂର୍ଣ୍ଣ ବୃତ୍ତାକୃତିବିଶିଷ୍ଟ Perfectly circular.
Page 106 of 605



expoodisha.com

 

Other Dictionary