Online Dictctionary : ODIA
Home
Dictionary
Odia-English
English-odia
Samalpuri
Shrimandir
Prasasana
View
Content Search
Language Section
Dictionary : View_page
ID
Main Word
Content
4571
ଅପ୍ସରିବା
Apsaribā
(ଦେ.କ୍ରି.) -
(ସଂ. ଅପସରଣ)
ଅପସରିବା; ଘୁ଼ଞ୍ଚିଯିବା To move away.
4572
ଅପ୍ସରୀ
Also :
[ ଅପ୍ସରା, ଅପ୍ସରୀ, ଅପସରା, ଅପଛରା, ଅପ୍ସରା, ଅପ୍ସରୀ, ଅପଛରି ]
Apsarī
(ଦେ.ବି.) -
ସ୍ୱର୍ଗବେଶ୍ୟା - ଇନ୍ଦ୍ରଙ୍କ ସଭାର ନର୍ତ୍ତକୀଗଣ Heavenly nymphs; the dancing girls of Indra's court.
ଅପ୍ସରାଙ୍କ ପରି ସୁନ୍ଦରୀ ସ୍ତ୍ରୀ A very graceful lady.
ସ୍ତ୍ରୀମାନଙ୍କୁ ଦିଆଯିବା ନାମବିଶେଷ A name given to women.
ବ୍ୟଙ୍ଗ୍ୟ ବିଦ୍ରୂପୋକ୍ତି Sarcasm; inuendo; gibe.
4573
ଅପ୍ସରୋଗଣ
Apsarogaṇa
(ସଂ.ବି.) -
ଅପ୍ସରାମାନେ, ଅପ୍ସରାଗଣ A number of heavenly nymphs.
ଉତ୍ପତ୍ତି:
କ୍ଷୀରସାଗର ମନ୍ଥନ (ସମୁଦ୍ର ମନ୍ଥନ) ସମୟରେ ଅପ୍ସରୋଗଣମାନଙ୍କର ଜନ୍ମ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ ଅଛି।
ପ୍ରସିଦ୍ଧ ଅପ୍ସରୀ:
ଉର୍ବଶୀ, ମେନକା, ରମ୍ଭା ଏବଂ ତିଲୋତ୍ତମା
4574
ଅଫ୍ସର୍
Aphsar
(ବୈ.ବି.) -
(ଅଫିସର)
କାର୍ଯ୍ୟାଳୟର ଭାରାପ୍ରାପ୍ତ କର୍ମଚାରୀ Officer.
ବଡ଼ ହାକିମ High official.
4575
ଅଫଟା
Aphaṭā
(ଦେ.ବିଣ.) -
ଯାହା ଫଟା ବା ଚିରା ନୁହେ Not rent; unpunctured.
ଯହିଁରେ ଫାଟ ନାହିଁ Having no fissure.
Page 915 of 933
Previous
1
2
...
913
914
915
916
917
...
932
933
Next
Last ››
expoodisha.com
Other Dictionary