| 3626 |
ଅନୂଦିତ |
- Anūdita (ସଂ.ବିଣ.) - ପଶ୍ଚାତକଥିତ Spoken after.
- ଭାଷାନ୍ତରିତ; ତର୍ଜମା କରାଯାଇଥିବା Translated.
|
| 3627 |
ଅନୂଦ୍ୟ |
- Anūdya (ସଂ.ବିଣ.) - ଅନୁବାଦଯୋଗ୍ୟ; ଅନୁବାଦାର୍ହ Fit to be translated.
- ଅବକ୍ତବ୍ୟ Unspeakable.
- ଆତ୍ମାସମ୍ବନ୍ଧୀୟ Pertaining to one's soul.
- ଗୁରୁ; ଭାରି Heavy.
- ଅତିକୃପଣ Miserly.
- (ସଂ.ବି.) - ଗୁରୁଜନ (ଯେଉଁମାନଙ୍କର ନାମ ଉଚ୍ଚାରଣ ଅକର୍ତ୍ତବ୍ୟ) Superiors (whose names are unutterable.)
|
| 3628 |
ଅନୂନ |
Also : [ ଅନୂନକ ]
- Anūna (ସଂ.ବି.) - ଅଖଣ୍ତ; ପୂର୍ଣ୍ଣ; ସମଗ୍ର Whole; entire.
- ଅହୀନ Not less; not less than.
- ଯାହା ଛୋଟ ବା ଅଳ୍ପ ନୁହେ Not small; not little.
- ଅତିରିକ୍ତ; ଅତ୍ୟଧିକ Excessive.
|
| 3629 |
ଅନୂପ |
- Anūpa (ସଂ.ବିଣ.) - ଜଳପ୍ଳାବିତ (ସ୍ଥାନ) Marshy (place)
- ଜଳଯୁକ୍ତ ବା ଜଳୀୟ Watery (Country)
- ଓଦା ସ୍ଥାନ Moist (Country):
- (ସଂ.ବି.) - ମହିଷ Buffalo.
- (ନାମ) ପୁରାଣୋକ୍ତ ରାଜାବିଶେଷ Name of a king.
|
| 3630 |
ଅନୂରୁ |
- Anūru (ସଂ.ବିଣ.) - ଊରୁ ବା ଜଘଂ ହୀନ Thighless.
- (ସଂ.ବି.) - ଅରୁଣ; ସୂର୍ଯ୍ୟ ସାରଥି (ଏହାଙ୍କର ଊରୂ ନ ଥିବାରୁ) The charioteer of the Sun God; the personification of dawn or the morning-glow before the Sun-rise.
|