| 3336 |
ଅନୁଗତ |
- Anugata (ସଂ.ବିଣ.) - (ଯେ ପଛରେ ଯାଏ, ପଛରେ ଯାଉଥିବା ବ୍ୟକ୍ତି) ମତାଧୀନ; ମତାନୁବର୍ତ୍ତୀ Following obedient; devoted; attached to.
- ସେବକ; ଆଶ୍ରିବ (ବ୍ୟକ୍ତି) Dependant on.
- ଅଧୀନସ୍ଥ (ବ୍ୟକ୍ତି) Subordinate to.
|
| 3337 |
ଅନୁଗବ |
Category : [ measures ]
- Anugaba (ସଂ.ବି.) - ଦୌଘ୍ୟ Length.
|
| 3338 |
ଅନୁଗବୀନ |
- Anugabīna (ସଂ.ବି.) - ଯେ ଗୋରୁ ପଛରେ ଯାଏ; ଗୋରକ୍ଷକ; ଗାଈ ରଖୁଆଳ Cowherd.
|
| 3339 |
ଅନୁଗମ |
- Anugama (ସଂ.ବି.) - ପଶ୍ଚାତ୍ଗମନ; ଅନୁସରଣ; ପଛରେ ଯିବା Following.
- ମତାନୁସାରେ ପରିବର୍ତ୍ତନ Conversion.
- ମୀମାଂସା Decision; inference.
- ସଙ୍ଗତି Means; ability.
|
| 3340 |
ଅନୁଗମନ |
- Anugamana (ସଂ.ବି.) - ସହଗମନ ବା ଅନୁସରଣ; ସ୍ୱାମୀର ମୃତ୍ୟୁ ପରେ ସତୀର ମୃତ୍ୟୁକୁ ଆଲିଙ୍ଗନ Immolation of widows on the death of the husband.
- ପଶ୍ଚାତ୍ଗମନ; ଅନୁସରଣ; ପଛରେ ଯିବା Following.
- ମତାନୁସାରେ ପରିବର୍ତ୍ତନ Conversion.
- ମୀମାଂସା Decision; inference.
- ସଙ୍ଗତି Means; ability.
- Anugamanaj̄ibā ଅନୁଗମନଯିବା (ଦେ.କ୍ରି.) - ସ୍ୱାମୀଙ୍କର କୌଣସି ଚିହ୍ନ ଅଥବା ପଲାଶପତ୍ର ପ୍ରତିମା ସହିତ ସ୍ତ୍ରୀ ଚିତାନଳରେ ପ୍ରବେଶ କରି ମୃତା ହେବା To burn herself with a protrait of the deceased husband (said of widows).
[ ଦ୍ର ] ମୃତ ସ୍ୱାମୀଙ୍କ ଚିତାରୋହଣପୂର୍ବକ ସତୀର ଦେହ ତ୍ୟାଗକୁ ସହଗମନ କୁହାଯାଏ; କିନ୍ତୁ ସ୍ତ୍ରୀର ଅନୁପସ୍ଥିତିରେ ପ୍ରବାସରେ ସ୍ୱାମୀ ମରିଗଲେ ବା ସ୍ୱାମୀଙ୍କ ମୃତ୍ୟୁ ସମୟରେ ସ୍ତ୍ରୀ ଅନ୍ତଃସତ୍ତା ଥିଲେ ସ୍ୱାମୀଙ୍କ ଦାହର କିଛି କାଳ ପରେ (ବା ପ୍ରସବ କରିବା ପରେ) ମୃତ ସ୍ୱାମୀଙ୍କର କୌଣସି ଚିହ୍ନ ବା ପଲାଶପତ୍ରରେ ତିଆରି ପ୍ରତିମା ସହିତ ସ୍ତ୍ରୀ ଚିତାନଳରେ ପ୍ରବେଶ କରେ; ଏହି ପ୍ରଥାକୁ 'ଅନୁଗମନ' କୁହାଯାଏ।
|