| 3021 |
ଅନସ୍ |
- Anas (ସଂ.ବି.) - (ବୈଦିକ) ଶକଟ; ଗାଡ଼ି; ଯାନ Cart; conveyance.
- (ଯାହା ଯୋଗୁଁ ଜୀବ ବଞ୍ଚେ ବା ଜୀବନଧାରଣ କରେ) ମାତା Mother.
- ଜନ୍ମ Birth.
- ଜୀବ A living creature.
- ସନ୍ତାନ Offspring.
- (ଯାହା ଖାଇ ଜୀବ ବଞ୍ଚେ) ଭାତ; ଅନ୍ନ Boiled rice.
- ଖାଦ୍ୟ Food.
- ପିତା Father.
- ରନ୍ଧନଶାଳା Kitchen.
- ଶୋକ Grief.
- ଜଳ Water.
|