Language Section

 

 

 

 

 

 

Dictionary : View_page

ID Main Word Content
2961 ଅନଭିଜାତ
  1. Anabhijāata (ସଂ.ବିଣ.) - ଯାହାର ଆଭିଜାତ୍ୟ ନାହିଁ; ଯେ ଉଚ୍ଚବଂଶୀୟ ନୁହେ  Not of gentle birth.
  2. ନୀଚବଂଶଜ  Lowborn; ignoble.
  • ଅନଭିଜାତା - (ସ୍ତ୍ରୀ)
2962 ଅନଭିଜ୍ଞ
  1. Anabhijn̄a (ସଂ.ବିଣ.) - ଅଜ୍ଞ; ଯେ ଜାଣେ ନାହିଁ Ignorant.
  2. ଯାହାର ଅନୁଭବ ନାହିଁ Inexperienced.
  3. ଅପରିଚିତ Unacquainted with. 
  4. ନିର୍ବୋଧStupid.
  • ଅନଭିଜ୍ଞା - (ସ୍ତ୍ରୀ)
2963 ଅନଭିଜ୍ଞାତ
  1. Anabhijn̄āta (ସଂ.ବିଣ.) - ଅଚିହ୍ନିତ Unrecognised.
  2. ଅଚିହ୍ନା Unknown.
  • ଅନଭିଜ୍ଞାତା - (ସ୍ତ୍ରୀ)
2964 ଅନଭିଜ୍ଞେୟ
  1. Anabhijn̄eya (ସଂ.ବିଣ.) - ଯାହାକୁ ଚିହ୍ନା ଯାଇ ନ ପାରେ Unrecognisable.
2965 ଅନଭିପ୍ରେତ
  1. Anabhipreta (ସଂ.ବିଣ.) - ଯାହା ମନୁଷ୍ୟ ପାଞ୍ଚି ନ ଥିଲା Not intended.
  2. ଅଭିପ୍ରାୟବହିର୍ଭୂତ Different from what was intended.
  3. (ସଂ.ବି.) - ଅଭିପ୍ରାୟବହିର୍ଭୂତ ଘଟନା An occurence different from what was intended.
Page 593 of 605



expoodisha.com

 

Other Dictionary