Language Section

 

 

 

 

 

 

Dictionary : View_page

ID Main Word Content
2801 ଅନଙ୍ଗଦ
  1. Anaṅgada (ସଂ.ବିଣ.) - କାମୋଦ୍ଦୀପକ Inspiring love.
  2. ଅଙ୍ଗଦବିହୀନ Without a bracelet.
2802 ଅନଙ୍ଗପୀଡ଼ା

Anaṅgapiṟḍ̠ā (ସଂ.ବିଣ.) - (ମଧ୍ୟପଦଲୋପୀ; ଅଙ୍ଗନ+ପୀଡ଼ା) କାମଜ ଖେଦ; କାମୋଦ୍ରେକଜନିତ ଦୁଃଖ; କାମ ପ୍ରବୃତ୍ତି ଚରିତାର୍ଥ ନ ହେବାରୁ ଯେଉଁ ମାନସିକ ଅଶାନ୍ତି ଓ ଶାରୀରିକ କଷ୍ଟ ଅନୁଭୂତ ହୁଏ Uneasiness due to one's passions not being satisfied.

2803 ଅନଙ୍ଗଭୀମଦେବ

Category : [ Name ]

  1. Anaṅgabhīmadeba (ଦେ.ବି.) - ଉତ୍କଳର ଗଙ୍ଗ ବଂଶର ସପ୍ତମ ଓ ବିଖ୍ଯାତ ରାଜା The seventh and a very powerful king of the Gaṅga dynasty of Utkaḻa.
2804 ଅନଙ୍ଗଭୀମ ବୋଳ
  1. Anaṅgabhīma boḻa (ଦେ.ବି.) - ପ୍ରାଚୀନ ଓଡ଼ିଶାରେ ଭୂମି ମାପରେ ବ୍ୟବହୃତ ଯନ୍ତ୍ରବିଶେଷ— An apparatus for measuring land in ancient Odisha.
2805 ଅନଙ୍ଗରଙ୍ଗ
  1. Category : [ Name ]
  2. Anaṅgaraṅga (ସଂ.ବି.) - କାମଶାସ୍ତ୍ରବିଶେଷ  Name of an erotic work describing the several postures pertaining to sexual intercourse.
Page 561 of 605



expoodisha.com

 

Other Dictionary