| 161 |
ଅକଣ୍ଡା |
Also [ ଅକାଣ୍ଡିଆ, ଅକାଣ୍ଡା ]
- Akaṇḍā (ଦେ.ବିଣ.) - ଢିଙ୍କିରେ କଣ୍ଡା ହୋଇ ଯହିଁରୁ ତୁଷ ବାହାରି ଯାଇ ନାହିଁ (ଯଥା - ଅକଣ୍ଡା ଚାଉଳ; ଅକଣ୍ଡା ଡାଲି) Uncleansed; Unhusked (rice.)
|
| 162 |
ଅକଥନ |
- Akathana (ସଂ.ବି.) - କହିବାର ଅଭାବ; ମୂକତା Muteness; silence.
- ଅକଥନୀୟ Unspeakable.
- ଅବର୍ଣ୍ଣନୀୟ Indescribable.
|
| 163 |
ଅକଥା |
- Akathā (ସଂ.ବି.) - ମନ୍ଦ ବିଷୟ Bad thing.
- କୁଭାଷା Evil words.
- ଅଶ୍ଳୀଳ ଭାଷା Indecent language.
- ଅନୁଚିତ ବାକ୍ୟ improper words.
- ଅନୁପଯୁକ୍ତ ବିଷୟ Unfit matter.
- ଅନୁଚିତ କର୍ମ Improper act.
- ଅକରଣୀୟ mproper.
|
| 164 |
ଅକଥିତ |
- Akathita (ସଂ.ବିଣ.) - ଅନୁଚ୍ଚାରିତ Unuttered.
- ଯାହା ବୋଲାଯାଇ ନାହିଁ Unspoken.
- ଯାହା ବର୍ଣ୍ଣିତ ହୋଇ ନାହିଁ Undescribed.
- ଅନାଲୋଚିତ Undiscussed.
- ଯାହା ପ୍ରସଙ୍ଗକ୍ରମେ ଉତ୍ଥାପିତ ହୋଇ ନାହିଁ Not mentioned.
|
| 165 |
ଅକଥ୍ୟ |
- Akathya (ସଂ.ବିଣ) - କହିବାର ଅଯୋଗ୍ୟ; ଅଶ୍ଳୀଳ Indecent; obscene.
- ନିନ୍ଦନୀୟ Reprehensible.
- ଅନିର୍ବଚନୀୟ; କହିବାର ଅସାଧ୍ୟ Unspeakable.
- ଅବର୍ଣ୍ଣନୀୟ Indescribable.
- ଯାହା କହିବା ଅନୁଚିତ Unfit or improper to be spoken.
|